ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Utkal University

ଦେଶକୁ ଆଗେଇ ନେବାରେ ଛାତ୍ରୀମାନଙ୍କର…

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍କଳ…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ…

ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁ ଆରୀ ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ,…

ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା: ଘରେ…

ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହେଲା ଇ - ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି।  ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା…

ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭-୦୯ ବ୍ୟାଚ…

ଭୁବନେଶ୍ବର: ଉତ୍କଳ ବିଶ୍ବବଦ୍ୟାଳୟର ୨୦୦୭-୦୯ ବ୍ୟାଚର ଦର୍ଶନ ଶାସ୍ତ୍ର ବିଭାଗର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବାଣୀବିହାର ପରିସରସ୍ଥିତ ଦର୍ଶନ ବିଭାଗରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଚାରା ରୋପଣ କାର୍ଯ୍ୟକ୍ରମକୁ ବର୍ତ୍ତମାନର ଦର୍ଶନ ବିଭାଗର ସହକାରୀ ପ୍ରଧ୍ୟାପକ ସୁଧାକର ଜାଲି ଉଦଘାଟନ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ…

ଭୁବନେଶ୍ବର: ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି…

ପୁନଃଯାଞ୍ଚ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଗାରିମା ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ…

ବଦଳିବ ‘ଉତ୍କଳ’ ଛାତ୍ର ସଂସଦ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ଲାସ କ୍ୟାଣ୍ଟିନକୁ ସର୍ବଦା ଛାତ୍ରଛାତ୍ରୀ ଯାତାୟତ କରୁଥିବାରୁ ସେଠାରେ ଗହଳି ଲାଗି ରହୁଛି। ଏହା ଉପରେ ଥିବା ଛାତ୍ର ସଂସଦ କାର୍ଯ୍ୟାଳୟର ଆକାର ଛୋଟ ଥିବାରୁ ବହୁ ସମୟରେ ଅସୁବିଧା ଉପୁଜୁଛି। ତେଣୁ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଥବା ଅଞ୍ଚଳ ଚିହ୍ନଟ କରି ଏହାକୁ ଏହା…

ଆଜିଠୁ ପୁନଃଯାଞ୍ଚ ହେବ ଉତ୍କଳ…

ଭୁବନେଶ୍ୱର: ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା। ନାକ୍‌‌ ଟିମ୍‌‌ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍‌‌ ମାନ ହ୍ରାସ ଘଟିବା ପରେ ଏହାକୁ ନେଇ…

ପ୍ରକାଶ ପାଇଲା ଉତ୍କଳ ବିଶ୍ଵବିଦ୍ୟାଳୟ…

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ସ୍ନାତକ ଶେଷ ସେମିଷ୍ଟାର (କଳା / ବିଜ୍ଞାନ / ବାଣିଜ୍ୟ) ପରୀକ୍ଷା ୨୦୨୩ ନିୟମିତ ଓ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାଫଳ ପ୍ରକାଶନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଛାତ୍ରଛାତ୍ରୀମାନେ …

ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭- ୦୯ ବ୍ୟାଚର…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭- ୦୯ ବର୍ଷ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବାଣୀବିହାର ପରିସରରେ ଥିବା ମା’ ତାଳପଦେଶ୍ବରୀ ମନ୍ଦିରରରେ ଅନୁଷ୍ଠିତ ହୋଇଯାଇଛି। ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମେ ମାଆ ତାଳପଦେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମୁଖ୍ୟ ଫାଟକ…