ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Saudi Arabia

ସାଉଦି ଜେଲ୍‌ରେ ଉର୍ଫି ଜାଭେଦ

ଦୁବାଇ : ନିଜ ପୋଷାକ ଏବଂ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ୟୁଏଇ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଉର୍ଫି ଛୁଟି କଟାଇବାକୁ ଦୁବାଇ ଯାଇଛନ୍ତି। ଏଠାରେ ସାର୍ବଜନୀନ ସ୍ଥାନରେ ଛୋଟ ପୋଷାକ ପିନ୍ଧି ଭିଡିଓ ସୁଟିଂ କରିବା ତାଙ୍କୁ ଭାରି ପଡିଛି। ଏହି ମାମଲାରେ…

ବେଆଇନ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ:…

ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା…

ଭାରତ ଆସିବେ ସାଉଦି ଆରବ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ : ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀରେ ସାଉଦି କ୍ରାଉନ୍‌ ପ୍ରିନ୍ସ ଯୋଗଦେବାକୁ ଥିବାବେଳେ ଏହି ଅବସରରେ ସେ ଭାରତ ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ…

ଦିନକରେ ୮୧ ଆତଙ୍କବାଦୀଙ୍କୁ ଫାଶୀ

ରିଆଧ: ଦିନକରେ ୮୧ ଆତଙ୍କବାଦୀଙ୍କୁ ଫାଶୀ ଦେଇଛି ସାଉଦି ଆରବ। ଗତ ବର୍ଷ ଫାଶୀ ଦିଆଯାଇଥିବା ଲୋକଙ୍କ ତୁଳନାରେ ଏହା ସର୍ବାଧିକ । ଏହି ଲୋକମାନେ ଆତଙ୍କବାଦ ସମ୍ବନ୍ଧୀୟ ଗୁରୁତର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସାଉଦି ମିଡିଆ ଅନୁଯାୟୀ ଫାଶୀ ପାଇଥିବା ଲୋକଙ୍କ ମଧ୍ୟରେ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ…

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ…

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ…