ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଆସିବେ ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ସଲମାନ

ନୂଆଦିଲ୍ଲୀ : ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀରେ ସାଉଦି କ୍ରାଉନ୍‌ ପ୍ରିନ୍ସ ଯୋଗଦେବାକୁ ଥିବାବେଳେ ଏହି ଅବସରରେ ସେ ଭାରତ ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ନୂଆଦିଲ୍ଲୀ ଆସିବାକୁ ଥିବାବେଳେ ତାଙ୍କ ଗସ୍ତ ଗୋଟିଏ ଦିନର ହୋଇପାରେ। ଗତ ସପ୍ତାହରେ ସାଉଦି ଶକ୍ତିମନ୍ତ୍ରୀ ଅବଦୁଲଜିଜ୍‌ ବିନ୍‌ ସଲ୍‌ମାନ ଭାରତ ଗସ୍ତରେ ଆସିଥିଲେ।

Leave A Reply

Your email address will not be published.