ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

saturday horoscope (04-06-2022)

ଶନିବାର ରାଶିଫଳ (୦୪-୦୬-୨୦୨୨)

ମେଷ: ଭାବନାରେ ବୁଡ଼ି ରହିବେ। ନୂତନ ନିବେଶ କରି ଲାଭବାନ ହେବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ: ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। କୌଣସି ମାର୍ଗରୁ ଧନ ପ୍ରାପ୍ତି ଯୋଗ ରହିଛି। ଶୁଭ ଖବର ପାଇ ଉତ୍ସାହିତ ହେବେ।…