ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

rbi

ଏନ୍‌ପିସିଆଇକୁ ଆରବିଆଇର ନିର୍ଦ୍ଦେଶ:…

ନୂଆଦିଲ୍ଲୀ: ଶେଷରେ ପେଟିଏମ୍‌ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ପେଟିଏମ୍‌ର ୟୁପିଆଇ ସେବା ବଜାୟ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ…

ପେଟିଏମକୁ RBIପକ୍ଷରୁ ବଡ଼ ଝଟକା: ଆଉ…

ନୂଆଦିଲ୍ଲୀ: ପେଟିଏମକୁ  ବଡ଼ ଝଟକା। ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ଆଉ ପେଟିଏମରେ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଫେବ୍ରୁଆରୀ ୨୯ଠାରୁ ପେଟିଏମରେ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା…

ନିୟମ କଡାକଡ଼ି କଲା ଆରବିଆଇ: ଏଣିକି…

ମୁମ୍ବାଇ: ଆଗାମୀ ଦିନରେ କ୍ରେଡିଟ କାର୍ଡ ନେବା ବା ବ୍ୟକ୍ତିଗତ ବା ପର୍ସନାଲ୍‌ ଋଣ କରିବା ଲୋକଙ୍କ ପାଇଁ ଏତେ ସହଜ ହୋଇ ନ ପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫସି)ଗୁଡିକ ପାଇଁ ଉପଭୋକ୍ତା ଋଣର ରିସ୍କ ୱେଟେଜ୍ ୨୫ ପ୍ରତିଶତ…

ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ…

ଭୁବନେଶ୍ୱର: ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି…

୨୦୦୦ ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ !…

ଭୁବନେଶ୍ୱର: ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ ! ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲୋକଙ୍କର ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ମିଳୁଛି ୩୦୦ ଟଙ୍କା ! ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଛନ୍ତି ଲାଇନରେ ଛିଡା ହୋଇଥିବା…

ରେପୋ ରେଟ୍‌ ୬.୫% , ଅପରିବର୍ତ୍ତିତ…

ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।  ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ…

ତୃତୀୟ ଥର ପାଇଁ ‘ରେପୋ’ ରେଟ୍‌ ୬.୫…

ମୁମ୍ବାଇ: କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ରହବି। ଘୋଷଣା କଲେ ଆରବିଆଇ…

ଷ୍ଟାର ଚିହ୍ନ ଥିବା ନୋଟ୍ ଅସଲି ନା ନକଲି,…

ନୂଆଦିଲ୍ଲୀ: ଷ୍ଟାର ଚିହ୍ନ ଥିବା ନୋଟକୁ ନେଇ ଦ୍ବନ୍ଦ୍ବ ଉପୁଜିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଆରବିଆଇ ) ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଷ୍ଟାର୍ ଚିହ୍ନ ରହିଥିବା ନୋଟ ସମ୍ପୂର୍ଣ୍ଣ  ଅସଲି ଓ ଏହା ବୈଧ ବୋଲି ଆର୍‌ବିଆଇ କହିଛି।ସ୍ପଷ୍ଟୀକରଣରେ ଆର୍‌ବିଆଇ କହିଛି ଯେ, ପ୍ରିଫିକ୍ସ ଓ…

ଆର୍‌ବିଆଇ ରିପୋର୍ଟ, ଟଙ୍କା ବିଶ୍ବରେ…

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ଉଦୀୟମାନ ଅର୍ଥନୀତିଗୁଡିକର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ସବୁଠାରୁ ସ୍ଥିର ମୁଦ୍ରା ପାଲଟିଛି। ଏଥିରେ ଅସ୍ଥିରତା ବା ଦୋଳାୟମାନ ସ୍ତର ୨୦୦୮ଠାରୁ ସର୍ବନିମ୍ନ ସ୍ତର ବା ସବୁଠାରୁ କମ୍ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅର୍ଥନୀତିର ସ୍ଥିତି…

ଆର୍‌ବିଆଇ ଆରମ୍ଭ କରିବ ନୂଆ ପେମେଣ୍ଟ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବଶୀଘ୍ର ଦେଶରେ ଏକ ନୂଆ ପେମେଣ୍ଟ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ରୀୟ ବ୍ୟାଙ୍କ ଲାଇଟ୍ ୱେଟ୍‌ ଆଣ୍ଡ୍‌ ପୋର୍ଟେବଲ ପେମେଣ୍ଟ ସିଷ୍ଟମ (ଏଲ୍‌ପିଏସ୍‌ଏସ୍‌) ଭଳି ନୂଆ ନୂଆ ପେମେଣ୍ଟ ସିଷ୍ଟମ ଅଣାଯିବା ଉପରେ ପ୍ରସ୍ତୁତି ଚଳାଇଛି। ଏହି ସିଷ୍ଟମକୁ…