ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

mo bus

ବନ୍ଧାହେଲେ ‘ମୋ ବସ୍‌’ରେ ଚୋରି କରୁଥିବା…

ଭୁବନେଶ୍ୱର: ଗତ କିଛିଦିନ ହେଲା ମୋ ବସରେ ଯାତ୍ରୀଙ୍କ ମୋବାଇଲ, ପର୍ସ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏନେଇ ସହୀଦ ନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଏହି ଦୁଇ ଜଣ ଲିଡ଼ର…

ଉଲ୍ଲେଖନୀୟ ପଦକ୍ଷେପ ପାଇଁ…

ଭୁବନେଶ୍ୱର: ସ୍ମାର୍ଟ ସଲ୍ୟୁସନ୍‍ ଚାଲେଞ୍ଜ ଆଣ୍ଡ ଇନ୍‍କ୍ଲୁସିଭ ସିଟିଜ୍‍ ଆୱାର୍ଡ ଗ୍ରହଣ କରିଛି କ୍ରୁଟ୍‍। ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟ୍‍କୁ ଏହି ଆୱାର୍ଡ ମିଳିଛି। ଆୱାର୍ଡ ମିଳିବା ନେଇ ଗତ ୨୬ ଜୁଲାଇରେ ଘୋଷଣା କରାଯାଇଥିଲା। ଗୁରୁବାର ବିଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।…

‘ମୋ ବସ୍‌’କୁ ଆଉ ଏକ ସଫଳତା, ମିଳିଲା…

ଭୁବନେଶ୍ୱର : ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୂର୍ବରୁ ପୁରସ୍କାର ମିଳିଥିବା ବେଳେ ଏବେ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି।…

ଅନ୍ତର୍ଜାତୀୟସ୍ତରରେ CRUTକୁ ଜାତିସଂଘ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ CRUTକୁ ପୁରସ୍କାର । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି । ଲିଙ୍ଗଗତ ସମାନତା ପାଇଁ ଉଦାହରଣ ସୃଷ୍ଟି କରିଛି CRUT । ମହିଳା ଓ ତୃତୀୟ ଲିଙ୍ଗିଙ୍କୁ ନିୟୋଜିତ କରିଛି CRUT । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଥିବାରୁ…

ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଚଳାଚଳ…

ଭୁବନେଶ୍ୱର : ଜୁନ୍‍ ପ୍ରଥମ ସପ୍ତାହରୁ ଭୁବନେଶ୍ୱରରେ ଆରମ୍ଭ ହେବ ଇ-ବସ ସେବା। ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦ଟି ଇ-ବସ ପହଞ୍ଚି ସାରିଥିବା ବେଳେ ବସ୍‍ ଚାଳନା ତାଲିମ ମଧ୍ୟ ଆରମ୍ଭ ହୋଇଯାଇଛି।…

ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ…

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ…

ଆଜି ସନ୍ଧ୍ୟା ୫ଟାରେ ଦୁଇଟି ‘ମୋ ବସ୍’…

ଭୁବନେଶ୍ୱର: ‘ମୋ ବସ୍’ ରହଣି ପାଇଁ ଭୁବନେଶ୍ବରରେ ଦୁଇଟି ଅତ୍ୟାଧନିକ ବସ୍ ଡିପୋ କରାଯାଇଛି। ଆଜି ସନ୍ଧ୍ୟା ୫ଟାରେ ଏହି ଦୁଇ ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ବସ୍ ଡିପୋ କାମ କରୋନା ଯୋଗୁଁ ପ୍ରଭାବିତ ହୋଇଥିଲା। ଏହି ଦୁଇଟି ଡିପୋ ମଧ୍ୟରୁ…

ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି…

ଭୁବନେଶ୍ୱର: ପୁଣି ୩ ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ…

ସୋମବାର ଠାରୁ ସମସ୍ତ 25 ରୁଟରେ ସେବା…

ଭୁବନେଶ୍ୱର: ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି ।…

୧୬ଟି ରୁଟରେ ସୋମବାର ଠାରୁ ଗଡିବ ‘ମୋ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ୧୯ ଜୁଲାଇ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି…