ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

mo bus

‘ମୋ ବସ୍‌‌’ର ନୂଆ ମୋବାଇଲ୍‌‌ ଆପ୍‌‌…

ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌‌ ରିଜିଅନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌)। ବସ୍‌‌ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍‌‌ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ। ଆପ୍‌‌ ମାଧ୍ୟମରେ ମଧ୍ୟ ଟିକଟ…

ପୂଜା ପାଇଁ ରାଜଧାନୀରେ ଅସମ୍ଭାଳ ଭିଡ଼ :…

ଭୁବନେଶ୍ବର : ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ପୂଜା ପାଇଁ ରାଜଧାନୀ ଭୁବନେଶ୍ବରରେ…

ରାଜଧାନୀରେ ପୁଣି ମାତିଲେ ମୋ…

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ମୋ ବସ'ରେ ଚୋର। ପକେଟ କାଟି ନେଇଗଲେ ୨୦ ହାଜର ଟଙ୍କା। ଭଉଣୀକୁ ମେଡିକାଲରୁ ଡିସଚାର୍ଜ ପାଇଁ ଯାଉଥିବା ବେଳେ ଏହି ଚୋରିର ଶୀକାର ହଇଛନ୍ତି ଜଣେ ଯୁବକ। ଭିଡ଼ର ସୁଯୋଗ ନେଇ ଫେରାର ମାରିଛି ଚୋର। କାନ୍ଦିକାନ୍ଦି ଶେଷରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ…

ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା !…

ଭୁବନେଶ୍ୱର: ପକେଟରେ ଖୁଚୁରା ଟଙ୍କା ନାହିଁ ତ ଆପଣ ମୋ ବସରେ ଯାତ୍ରା କରି ପାରିବେନି! ସିଧାସଳଖ ନହେଲେ ମଧ୍ୟ କ୍ରୁଟର ଏକ ଟ୍ବିଟ ପରୋକ୍ଷରେ ଏଭଳି କଥା ଆଡ଼କୁ ଇଙ୍ଗିତ କରିଛି। ‘ବସରେ ଯାତ୍ରା ସମୟରେ ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ’ ବୋଲି କ୍ରୁଟ ପକ୍ଷରୁ ଏପରି ଟ୍ବିଟ…

ରାଜ୍ୟର ଆଉ ୩ଟି ଜିଲ୍ଲାରେ ମିଳିବ ‘ମୋ…

ଭୁବନେଶ୍ୱର: ବଢୁଛି ମୋ ବସ୍‌ର ଲୋକପ୍ରିୟତା । ରାଜ୍ୟର ଆଉ ୩ଟି ଜିଲ୍ଲାରେ ମିଳିବ ‘ମୋ ବସ୍’ ସେବା । ଝାରସୁଗୁଡା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ମୋ ବସ୍ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି ।…

ଆଜିଠୁ ରାଜଧାନୀରେ ଆଉ ଦୁଇ ରୁଟ୍‌‌ରେ…

ଭୁବନେଶ୍ୱର: ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ଗଡ଼ିବ। ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ଓ ନନ୍ଦନକାନ ଆଦି ୨ଟି ରୁଟ୍‌‌ରେ ଆଜିଠାରୁ ବସ୍‌‌ ସେବା ଆରମ୍ଭ ହେବ। ରୁଟ୍‌‌ ୪୧ରେ ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ପର୍ଯ୍ୟନ୍ତ ବସ୍‌‌ ଗଡ଼ିବ। ଏହି ରୁଟ୍‌‌ରେ ବସ୍‌‌ ଏନ୍‌‌ଏଚ୍‌‌ ହୋଇ ଲିଙ୍କ…

ହକି ବିଶ୍ୱ କପ୍‌ ପାଇଁ କ୍ରୁଟ୍‌ର ଅଭିନବ…

ଭୁବନେଶ୍ୱର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯେଉଁଭଳି ଭାବରେ ନାଗରିକମାନଙ୍କର ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ସହଜ କରିଦେଇଛି। ଏହାର ପରିବହନ ସେବା ସବୁଠାରୁ ପସନ୍ଦଯୋଗ୍ୟ ଗଣପରିବହନ ମାଧ୍ୟମ ହୋଇଛି । କ୍ରୁଟ୍‌ର ମୋ ବସ୍‌ ପ୍ରଚଳନ ଦିନଠାରୁ ଏହାର ସେବା ଯୋଗାଣ…

ବିଶ୍ବକପ ହକି ପୂର୍ବରୁ ମୋ ବସ ସେବାରେ…

ଭୁବନେଶ୍ବର: ବିଶ୍ୱକପ ହକିକୁ ନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ବିଶ୍ୱକପ ହକି ପୂର୍ବରୁ ମୋ ବସ୍ ସେବାରେ ଆଉ ୩୦ଟି ବସ ସାମିଲ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ଉକ୍ତ ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇଲେକଟ୍ରିକ୍ ବସ ରହିବ। ଏଥି ମଧ୍ଯରୁ ୯ଟି ବସ ଆସି ସାରିଥିବା…

ରାଜଧାନୀରେ ମୋ’ ବସରୁ ପୁଣି ଚୋରି…

ଭୁବନେଶ୍ବର: ରାଜଧାନୀରେ ମୋ' ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।  ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ…

କୋଣାର୍କରୁ ଭୁବନେଶ୍ବର ଆସୁଥିବା ମୋ ବସ୍…

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ…