ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

MGNREGA

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ…

ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ…

ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ…

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି। ଜିଲ୍ଲାରେ ୬୩ ହଜାର ୪୪୯…

ପୁଣି ଓଡ଼ିଶାକୁ କେନ୍ଦ୍ରର ସାର୍ଟିଫିକେଟ,…

ଭୁବନେଶ୍ବର: ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ । ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ଓଡ଼ିଶା । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ଓଡ଼ିଶାକୁ ମିଳିଛି ସଫଳତା । କେନ୍ଦ୍ର…

ଓଡ଼ିଶାର ଆଗୁଆ ପଦକ୍ଷେପ: କେନ୍ଦ୍ରୀୟ…

ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକଙ୍କୁ କାମ ଯୋଗାଇ ଦେବା ଓ ସେମାନଙ୍କର ଆର୍ଥିକ ସ୍ଥିତିକୁ ସନ୍ତୁଳନ ରଖିବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ପୁଣି ଥରେ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ରାଜ୍ୟରେ ବର୍ଷକୁ ଅନ୍ୟୂନ ୨୫ କୋଟି…

ମନରେଗା କାମକରି ବର୍ଷେହେଲା ମିଳୁନି…

ପଣ୍ଡାପଡ଼ା : କେନ୍ଦୁଝର ଘଟଗାଁ ବ୍ଳକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଅଧିକ ବ୍ୟକ୍ତି କାମକରି ଏକବର୍ଷ ବିତିଥିଲେ ହେଁ ମଜୁରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲଛକ ଠାରୁ ଧାନବେଣୀ ରାସ୍ତାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କାର…

ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି…

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ଯ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ଯଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ…

ଟଙ୍କା ନଦେଲେ ହେଉନି ଜିଓ ଟ୍ୟାଗିଙ୍ଗ,…

ଗରଦପୁର : ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ କାମ ଦେବାକୁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କେବଳ ପ୍ରବାସୀ ନୁହନ୍ତି ଅନ୍ୟ ଶ୍ରମିକଙ୍କୁ ମଧ୍ୟ ବର୍ଷକୁ ୧୦୦ ଦିନର ରୋଜଗାର ଦିଆଯାଉଛି l ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ମଧ୍ୟ ମଜୁରି ଦିଆଯାଉଛି l ହେଲେ ଗରଦପୁର ବ୍ଲକରେ…

କରୋନା ବେଳେ ରୋଜଗାର ଦେଲା ମନରେଗା ଯୋଜନା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖଟିଖିଆ ଲୋକମାନେ କାମ ନପାଇ ବେରୋଜଗାର ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପରିବାର ଚଳିବା ମୁସ୍କିଲ ହେଉଥିବା ବହୁ ଜବ୍‍କାର୍ଡଧାରୀ ପ୍ରକାଶ କରିଛନ୍ତି। ମନରେଗା କାର୍ଯ୍ୟ…