ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

elections in West Bengal

ଦିଦିଙ୍କ ଭବାନୀପୁର ବିଜୟ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ମମତା ବାନାର୍ଜୀଙ୍କ ମହାବିଜୟ। ଭବାନୀପୁର ଉପନିର୍ବାଚନରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ପରାସ୍ତ କରିଛନ୍ତି। ପ୍ରିୟଙ୍କାଙ୍କୁ ୫୮ ହଜାର ୮୩୨ ଭୋଟରେ ମାତ୍‌ ଦେଇ ମମତା ଭବାନୀପୁରରୁ ମହାବିଜୟ…

ଦିଦିଙ୍କୁ ଝଟକା : ନିର୍ବାଚନୀ ପ୍ରଚାର…

କୋଲକତା : ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କୌଣସି ନିର୍ବାଚନ ପ୍ରଚାର କରିପାରିବେନି ଦିଦି।  ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ । ନିର୍ବାଚନ ନିୟମ ଉଲ୍ଲଂଘନ…

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ…

ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ…

ନୂଆଦିଲ୍ଲୀ: ଆଜି ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ଯାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ୟ୍ୟାୟରେ ଆରମ୍ଭ ହୋଇଛି ଭୋଟିଂ । ଆଜି ଆସାମର ୧୨ ଜିଲ୍ଲାର ୪୦ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏହି ପର୍ଯ୍ଯାୟରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର । ଏହି…

ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ…

କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ…

ପଶ୍ଚିମବଙ୍ଗ, ଆସାମ ପ୍ରଥମ ପର୍ଯ୍ୟାୟ ଭୋଟ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବା ସହିତ ଏଥିରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ…

ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ…

ମମତାଙ୍କୁ ମୋଦୀଙ୍କ ଟାର୍ଗେଟ, କହିଲେ…

କଲକାତା : ପଶ୍ଚିମବଙ୍ଗ ବ୍ୟାଟଲ୍ ପାଇଁ ବିଜେପି ଓ ଟିଏମସି ଚାଲିଛି ଭାଷଣ ଓ ପ୍ରତିଶ୍ରୁତିର ଲଢେଇ।  ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି…

ପଶ୍ଚିମବଙ୍ଗ ପଲିଟିକ୍ସ : ଜଣେ…

କଲକାତା : ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ଗରମ ହେବାରେ ଲାଗିଛି। ଘନ ଘନ ପ୍ରଚାର ଏବଂ ରୋଡ ଶୋ ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ…

ହ୍ବିଲ ଚେୟାରରେ ବସି ଦିଦିଙ୍କ ରୋଡ…

କଲକାତା : ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିଛନ୍ତି ଦିଦି । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି…