ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Chandikhol

କେଲୁଅ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର…

ଚଣ୍ଡିଖୋଲ: କେଲୁଅ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଗାଧୋଇ ଯାଇଥିବା ସମୟରେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଜଣକ…

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌…

ଚଣ୍ଡିଖୋଲ: ଟ୍ରକକୁ ଧକ୍କା ଦେଲା ପିକ ଅପ ଗାଡି । ଘଟଣା ସ୍ଥଳରେ ପିକ ଅପ ଗାଡିରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ପିକ ଅପ ଗାଡିଟି ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଳ ଠାରେ ହୋଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁତରଙ୍କୁ ପ୍ରଥମେ ବଡ଼ଚଣା ପରେ କଟକ…

ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ…

ଚଣ୍ଡିଖୋଲ - ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅମୀୟ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ । BO ଅଫିସର ଦୁଇ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ଟିମ । ଅତିରିକ୍ତ…

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ…

ବଡଚଣା/ଚଣ୍ଡିଖୋଲ: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାୟ ଗ୍ରାମୀଣ କ୍ୟାମ୍ପସର ବିଏସି ନର୍ସିଂର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କଠାରୁ ବେଆଇନଭାବେ ୮ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି। ଏହାକୁ ନେଇ ଗତକାଲିଠାରୁ…

ପାରିବାରିକ କଳହର କରୁଣ ପରିଣତି; ବୋହୂକୁ…

ଚଣ୍ଡିଖୋଲ: ପାରିବାରିକ କଳହକୁ ନେଇ ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗାଁରେ । ଦୀର୍ଘ ଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ବୋଲି ଜଣାପଡିଛି । ମୃତ ବୋହୂ ଶାନ୍ତିଲତା ୧୦ ବର୍ଷ…

ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ବାଇକ…

ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ…

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର,…

ଯାଜପୁର ଜିଲା ଧାନମଣ୍ଡଳ ରେଳ ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଟ୍ରେନ ଲାଇନରେ କଟି ଯୁବକଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଟ୍ରେନ ଆଗକୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ଅନୁମାନ…