ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ

ଭୁବନେଶ୍ବର : ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ। ସମ୍ବଲପୁର ଘରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୌମ୍ୟଜିତଙ୍କୁ ସମ୍ବଲପୁରର ଗିରଫ କରି ଭୁବନେଶ୍ୱର ଆଣୁଚି ପୋଲିସ । ଦୀର୍ଘ 6ମାସ ପରେ ସୌମ୍ୟଜିତଙ୍କୁ ଗିରଫ କଲା ପୋଲିସ । ଶୈଳଶ୍ରୀ ବିହାର ଘରୁ ଅଗଷ୍ଟ 2022ରେ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ଵେତାଙ୍କ ବାପା, ମା, ଭାଇ ଆଣିଥିଲେ ହତ୍ୟା ଅଭିଯୋଗ । ପରେ ପୋଲିସ ଏ ମାମଲାର ତଦନ୍ତ କରିଥିଲା ।

Leave a comment