ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ । ଏକ କାଳୀନ ତିନୋଟି ଜାଗାରେ ରେଡ କରୁଛି ଭିଜିଲାନ୍ସ ଟିମ ।

Leave A Reply

Your email address will not be published.