ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ବୌଦ୍ଧରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି

ବୌଦ୍ଧ: ପୁଣି ବୌଦ୍ଧ ଜିଲ୍ଲାରେ ମାଓବାଦୀ ସକ୍ରିୟ । ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର  ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଦେଢ଼ ଘଣ୍ଟା ହେଲା ଚାଲିଛି ଗୁଳିବିନିମୟ ।  ଦୁଇଟି ଟିମ ରେ ୬୦ଜଣ ଏସଓଜି ଯବାନ ଅପରେସନରେ ସାମିଲ । ଉଭୟ ପକ୍ଷରୁ ମୃତ ଆହତ ସମ୍ପର୍କରେ ସୂଚନା ମିଳି ପାରି ନାହିଁ ।

Leave A Reply

Your email address will not be published.