ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନକୁ ଆସିବ ବିରଳ ପ୍ରଜାତିର ଚିତା ବାଘ ଓ ଧଳା ସିଂହ

ନନ୍ଦନକାନନରେ ପଯ୍ୟଟକଙ୍କ ପାଇଁ ଖୁସି ଖବର,ପଯ୍ୟଟନ ଋତୁରେ ପଯ୍ୟଟକଙ୍କୁ ଦେବ ନୂତନ ଭେଟି । ଭାରତୀୟ ଓ ଫରେନ ଜୁ ରୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଅଣାଯିବ ବିରଳ ଜୀବଜନ୍ତୁ । ପରଚେସ ମାଧ୍ୟମରେ ଫରେନ ଜୁ ଦୁବାଇ ସଫାରୀ ପାର୍କ ସହିତ ଏମ. ଓ. ୟୁ ସରିଛି, ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ଅନୁମୋଦନକୁ ଅପେକ୍ଷା ରହିଛି । ଅଣାଯିବ ବିରଳ ପ୍ରଜାତିର ଚିତା ବାଘ ୱାନ ପେୟାର,ଧଳା ସିଂହ, କଙ୍ଗାରୁ ପ୍ରଜାତିର ପଶୁ ଲେମୁର । ବିଭିର୍ନ ଭାରତୀୟ ଜୁ ରୁ ନନ୍ଦନକାନନର ଧଳା ବାଘ ଓ ଘଡ଼ିଆଳ କୁମ୍ଭୀରର ଅଦଳ ବଦଳ ପ୍ରକ୍ରିୟାରେ ଆସାମ ଜୁ, ଆଇଜଲ ଜୁ ଓ ହାଇଦ୍ରାବାଦ ଜୁ ସହିତ ଯୋଗାଯୋଗ ସରିଛି,ଅଣାଯିବ ୱାନ ପେୟାର ଗଣ୍ଡା, ଓଲ ଗିବନ ଅଣାଯିବ ବୋଲି କତୃପକ୍ଷଙ୍କ ଦ୍ୱାରା ସୂଚନା ମିଳିଛି ।

Leave A Reply

Your email address will not be published.