ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାର୍ଥନା ସମୟରେ ପଡିଗଲେ ଛାତ୍ରୀ, ଡାକ୍ତରଖାନାରେ ମୃତ ଘୋଷଣା

ଭଦ୍ରକ : ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଦୁଃଖଦ ଘଟଣା । ପ୍ରାର୍ଥନା ସମୟରେ ଅସୁସ୍ଥ ହୋଇଗଲେ ଛାତ୍ରୀ । ମେଡିକାଲରେ ମୃତ ଘୋଷଣା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧବଲଭପୁର ଅଞ୍ଚଳରେ । ଲଷ୍ମୀନାରାୟଣ ହାଇସ୍କୁଲ ବନସର ଠାରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପ୍ରାର୍ଥନା କରୁଥିବା ସମୟରେ ଅସୁସ୍ଥ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଉଛନ୍ତି ମନୀଷା ବେହୁରିଆ 

Leave A Reply

Your email address will not be published.