ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ଦିନ ବନ୍ଦ ରହିବ ଏମ୍ସର ଓପିଡି, ଜାରିରହିବ ଜରୁରୀକାଳୀନ ସେବା

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ଏମ୍ସର ଓପିଡି (ବହିର୍ବିଭାଗ) । ଏପ୍ରିଲ ମାସ ୧୪ ଓ ୧୫ ତାରିଖ (ଗୁରୁବାର ଏବଂ ଶୁକ୍ରବାର) ଦୁଇଦିନ ଯଥାକ୍ରମେ ‘ମହାବୀର ଜୟନ୍ତୀ’ ଏବଂ ‘ଗୁଡ ଫ୍ରାଇଡେ’ ଉପଲକ୍ଷେ ଓପିଡି (ବହିର୍ବିଭାଗ)ସେବା ବନ୍ଦ ରହିବ।  ମାତ୍ର ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ।

Leave A Reply

Your email address will not be published.