ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଛୁଳିଛି ଦୟାନଦୀ: କୁମାରଡିହି ଗାଁ ନଦୀବନ୍ଧରେ ଏକାଧିକ ଘଳିଆ ସୃଷ୍ଟି

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବଢୁଛି ଦୟାନଦୀର ଜଳସ୍ତର। କୁମାରଡିହି ଗାଁ ନଦୀବନ୍ଧରେ ସୃଷ୍ଟି ହୋଇଛି ଏକାଧିକ ଘଳିଆ । ଦୟା ନଦୀରୁ ଧଉଳି ଗାଁ ବିଲରେ ପାଣି ପସିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରସାଶନ ପକ୍ଷରୁ ନଦୀବନ୍ଧ ପ୍ୟାକିଂ ଚାଲିଛି। ୨ ହଜାର ବାଲିବସ୍ତା ପକାଇ ବନ୍ଦ ବାନ୍ଧିବାକୁ ଉଦ୍ୟମ ଚାଲିଛି । ଘଟଣା ସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.