ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

flood IN ODISHA

ବଢୁଛି ଜଳବନ୍ଦୀଙ୍କ ଦୁର୍ଦ୍ଦଶା: ଏବେବି…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର କିଛି ମାତ୍ରାରେ କମିଛି । ହେଲେ ଜିଲ୍ଲାର ୫୪ଟି ଗ୍ରାମର ୧୮ହଜାର ୫୯୪ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସମୁଦାୟ ୨୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ କୁଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଦୁଇଟି…

କାଲିଠୁ ରାଜ୍ୟରେ ଲଗାତାର ୩ ଦିନ ବର୍ଷା…

ଭୁବନେଶ୍ବର : ରାଜ୍ୟରେ ଲଗାତର ଲଘୁଚାପ ପ୍ରଭାବରେ ରାଜ୍ୟବାସୀ ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପୁଣି ଆସିଛୁ ଆଉ ଏକ ଲଘୁଚାପ। ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର…

ପଡ଼ୋଶୀ ରାଜ୍ଯ ପାଇଁ ବନ୍ୟାରେ ଉବୁଟୁବୁ…

ଭୁବନେଶ୍ୱର: ବନ୍ୟାରେ ଉବୁଟୁବୁ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ସାରା ଓଡ଼ିଶାରେ ବନ୍ୟାର ତାଣ୍ଡବ। ହଜାର ହଜାର ଗାଁ ଜଳମଗ୍ନ, ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ। ବିଡ଼ମ୍ବନା ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶା ଯେତେ ଯାତନା ଭୋଗୁନାହିଁ; ପଡ଼ୋଶୀଙ୍କ ପାଇଁ ଓଡ଼ିଶା ଅଧିକ…

ଉଛୁଳୁଛି ସୁବର୍ଣ୍ଣରେଖା, ଆଜି ପିକରେ…

ଭୁବନେଶ୍ୱର: ଗୋଟିଏ ପଟେ ପ୍ରବଳ ବର୍ଷା; ଅନ୍ୟ ପଟେ ଝାଡ଼ଖଣ୍ଡ ଗାଲୁଡିହି ଜଳଭଣ୍ଡାରର ସମସ୍ତ ୧୮ଟି ଗେଟ୍ ଖୋଲିଦେବା ପରେ ବାଲେଶ୍ୱର ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଗାଲୁଡିହି ବ୍ୟାରେଜରୁ ବର୍ତ୍ତମାନ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ, ୨୦୦୮ ତୁଳନାରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେବା…

ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ…

ଭୁବନେଶ୍ବର: ରାଜଘାଟରେ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ୧୧.୩ ଉପରେ ପ୍ରବାହିତ ହେଉଛି। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯…

ବନ୍ୟା ପାଇଁ ପୁରୀ ଓ ଜଗତସିଂହପୁର…

ଜଗତସିଂହପୁର/ ପୁରୀ: ବନ୍ୟା ପାଇଁ ସ୍କୁଲ ଛୁଟିକୁ ଆଉ ୨ରୁ ୩ଦିନ ଘୁଞ୍ଚାଇ ଦିଆ ଯାଇଛି। ପୁରୀ ଜିଲ୍ଲାରେ ସ୍କୁଲ ଆଉ ୨ ଦିନ ପାଇଁ ବନ୍ଦ ରହିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ଆଉ ୩ଦିନ ସ୍କଲକୁ ଛୁଟି କରାଯାଇଛି। ଜଗତସିଂହପୁରରେ ବନ୍ୟା ପ୍ରଭାବିତ ବ୍ଲକରେ ୨୨ରୁ ୨୪ ଯାଏ ବନ୍ଦ ରହିବ ସ୍କୁଲ । ୭ ବ୍ଲକରେ…

ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ…

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିସନ୍ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ, ପରିସ୍ଥିତି ଉପରେ ସର୍ତକ ନଜର ରଖାଯାଇଛି ।…

‘୫-ଟି’ ଉପକ୍ରମରେ ଆରମ୍ଭ ହେଲା ଅଭିନବ…

ଭୁବନେଶ୍ୱର : ପ୍ରତିବର୍ଷ ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ଏହାର ନିୟନ୍ତ୍ରଣ ଓ କ୍ଷୟକ୍ଷତି ପରିମାଣ ହ୍ରାସ। ବନ୍ୟା ଦ୍ୱାରା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ତେବେ ଆଗୁଆ ପଦକ୍ଷେପ…

ସୁବର୍ଣ୍ଣରେଖାରେ ମାଡି ଆସୁଛି ବଡ଼ ବନ୍ୟା,…

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ପଶ୍ଚିମ ଓ ଉପକୂଳ ଓଡ଼ିଶାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା ମାଡି ଆସୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର…

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଡ଼…

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ…