ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୫-୧୦-୨୦୨୧ )

ମେଷ : ଅଭାବ ଓ ଅସନ୍ତୋଷ ଦେଇ ଗତି କରିବେ । ସାଂସାରିକ ଭୁଲ୍ ବୁଝାମଣା ରହିବ | ଚାକିରିରେ କାର୍ଯ୍ୟ ବହୁଳ ରହିବ । ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ –ହଳଦିଆ

ବୃଷ : ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ। ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ। ମହିଳାମାନେ ସୁଖୀ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ମିଥୁନ : ଦିନଟି କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ | ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବ । ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶିକ୍ଷାର୍ଥୀ ଚଞ୍ଚଳ ରହିବେ। ଶୁଭ ଅଙ୍କ – ୧, ଶୁଭ ରଙ୍ଗ –ପିକ୍

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ | ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପ୍ରଶାସନିକ ସକ୍ରୀୟ ରହିବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ –୯, ଶୁଭ ରଙ୍ଗ – ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ : ବିଭିନ୍ନ କ୍ଷେତ୍ରରୁ ଆୟର ପଥ ଉନ୍ମୁକ୍ତ ରହିଛି। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କନ୍ୟା : ଦିନଟି ଆବଦ୍ଧ ଯୋଗ ମନେ ହେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ତୁଳା : କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡିବେ। ଶୁଭ ଅଙ୍କ –୬, ଶୁଭ ରଙ୍ଗ – ସିଲ୍‌ଭର୍

ବିଛା : ଉତ୍ତେଜନା ଭିତରେ କାର୍ଯ୍ୟ ସଫଳ ହେବ । ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ପାଇବେ। ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

ଧନୁ : ଦୁଃସାହସିକ ଭିଭିରେ କାର୍ଯ୍ୟ ତୁଲାଇବେ।ଚାକିରିରେ ନିଷ୍ଠା ରହିବ । ରାଜନୀତିରେ ଶତ୍ରୁଜୟ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ମକର : କର୍ମକ୍ଷେତ୍ରରେ ଠକାମିରେ ପଡିପାରନ୍ତି। ଚାକିରିରେ ଅବହେଳା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ବ୍ୟୟବହୁଳ ରହିବ । ଶିକ୍ଷାର୍ଥୀ ଆଳସ୍ୟ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କୁମ୍ଭ : ଚତୁରତାର ସହ କାର୍ଯ୍ୟ ହାସଲ କରିବେ। ମହିଳାମାନେ ପ୍ରସନ୍ନ ରହିବେ। ରାଜନୀତିରେ ପ୍ରଶଂସା ପାଇବେ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ – ୮ ଶୁଭ ରଙ୍ଗ – କଳା

ମୀନ : ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ ଅଜ୍ଞାଧୀନ ହେବେ। ଶୁଭ ଅଙ୍କ ୩, ଶୁଭ ରଙ୍ଗ – ହଳଦିଆ

Leave A Reply

Your email address will not be published.