ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

IPS ସାଗରିକା ନାଥଙ୍କ ବାପା ଓ ମାଆଙ୍କ ଠାରୁ ଲୁଟପାଟ୍ କଲେ ଦୁର୍ବୃତ୍ତ

ଭୁବନେଶ୍ବର: ଆଇପିଏସ ସାଗରିକା ନାଥଙ୍କ ପରିବାର ଠାରୁ ଲୁଟ ଉଦ୍ୟମ ହୋିଛି । ଘାଟିକିଆ ରାସ୍ତାରେ ବିଳମ୍ବିତ ରାତିରେ ଲୁଟିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ସାଗରିକାଙ୍କ ବାପା -ମା’ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କ୍ଲେଭ୍‌ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇବା ସହ ଟଙ୍କା ସୁନା ଛଡ଼ାଇଥିଲେ । କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ନଦେବାରୁ ସାଗରିକାଙ୍କ ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏତଲା ପରେ ଘଟଣାର ତଦନ୍ତ କରୁଛି ଭରତପୁର ଥାନା ପୁଲିସ । ପୂର୍ବତନ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ତଥା ବର୍ତ୍ତମାନର ବାଲେଶ୍ବର ଏସ୍‌ପି ଅଛନ୍ତି ସାଗରିକା ନାଥ ।

Leave A Reply

Your email address will not be published.