ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥମୁନି ନକଲି ଜିନିଷ କାରବାର: କଟକରୁ ପୁଣି ଜବତ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା

କଟକ: ଥମୁନି ନକଲି ଜିନିଷ କାରବାର। ଦୈିନଦିନ ଖାଦ୍ଯପେୟରେ ବ୍ଯବହାର ହେଉଛି ଅପମିଶ୍ରତ ନକଲି ମସଲା। ପୁଣି କଟକରୁ ଠାବ ହୋଇଛି ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା। କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୁଲିସ ।

ସୂଚନା ଅମୁଯାୟୀ. କିଛି ଦିନ ପୂର୍ବରୁ ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ହୋଇଥିଲା । ବିଭିନ୍ନ ବ୍ରାଣ୍ଡର ନକଲି ସିମେଣ୍ଟ ବିପୁଳ ପରିମାଣର ଜବତ କରାଯାଇଥିଲା ।

Leave A Reply

Your email address will not be published.