ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ସୁପର ମାର୍କେଟ ସିଲ୍ କଲା ସିଏମସି

କଟକ: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। ଏଥିପାଇଁ ରାଜ୍ଯ ସରକାର କରୋନା ଗାଇଡଲାଇନକୁ ପାଳନ କରିବା ପାଇଁ କଡ଼ା ନିର୍ଦେଶ ଦେଇଛନ୍ତି। ଅମନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ନେଉଛନ୍ତି।  କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି। ହିନ୍ଦି ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି ସିଏମସି। କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ସିଏମସି ଓ ପୋଲିସ। ଯାଞ୍ଚ ବେଳେ ସୁପର ମାର୍କେଟରେ କୋଭିଡର ସାମାନ୍ୟ କଟକଣା ଦେଖିବାକୁ ମିଳି ନ ଥିଲା ।

Leave A Reply

Your email address will not be published.