ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ନଦୀରେ ଗାଧୋଉଥିବାବେଳେ ଭିଡିନେଲା କୁମ୍ଭୀର

ନଦୀରେ ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ତୁଠ ନିକଟରୁ ପୁରସ୍ତମ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ପୁରସ୍ତମ ଧଳ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଖବର ସଂଗ୍ରହ କରିବାବେଳକୁ ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ପତ୍ତା ମିଳିନାହିଁ ।

Leave A Reply

Your email address will not be published.