୨୭ତମ ସହୀଦ ପ୍ରଭାତ ମେମୋରିଆଲ କ୍ରିକେଟ…
ରାଜକନିକା: ରାଜକନିକା ବ୍ଲକ ଅନନ୍ତପୁରୁ ଗାଁର ମାଆ ମଙ୍ଗଳା ଯୁବକ ସଂଘ ପକ୍ଷରୁ ଆୟୋଜିତ ୨୭ ତମ ସହୀଦ ପ୍ରଭାତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ ଜଗାବଳିଆ କ୍ରିକେଟ ଟିମ, ଜାଗୁଳାଇପଡା ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା । ୨୦ ଓଭରରେ ସମସ୍ତ ଉକେଟ ହରାଇ ୧୬୩…