ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଶୁକ୍ରବାର ରାଶିଫଳ ( ୦୮- ୧୨ – ୨୦୨୩ )

ମେଷ: ଆଜି ଦିନଟି ଆପଣଙ୍କ ହସ ଖୁସିରେ ବିତିବ। ମାନସିକ ଚାପ ଅନୁଭବ କରିପାରନ୍ତି। ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଅଭିଭାବକ ମାନେ ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିେବ।

ବୃଷ: ମାନସିକ ଅଶାନ୍ତି ଦେଖାଦେଇପାରେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଧ୍ୟାତ୍ମିକ ଭାବନା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହେବ। ଜୀବନ-ସାଥୀଙ୍କଠାରୁ କିଛି ବିଶେଷ ଖବର ମିଳିବ।

ମିଥୁନ: କରଜନେବାରୁ ଦୂରେଇ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ। ଗୁପ୍ତ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପରିଚୟ ଦେବେ।

କର୍କଟ: ନିଜ ଚିନ୍ତାଧାରା ପରିବର୍ତ୍ତନ କରିବା ପାଇଁ ସାମାଜିକ ମିଳାମିଶା ବଢ଼ାନ୍ତୁ। ଆର୍ଥିକ ଅନଟନ ଦେଖାଦେବ। ପରିବାରବର୍ଗଙ୍କୁ ଅଧିକ ସମୟ ଦିଅନ୍ତୁ। ବୈବାହିକ ଜୀବନରେ ତିକ୍ତତା ଦେଖାଦେବ।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମମୟ ଜୀବନରୁ ବିରତି ନେବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ।

କନ୍ୟା: ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ, ଆର୍ଥିକ ଉନ୍ନତି ଦେଖାଦେଇ ପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ନିଜ ଭିରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରନ୍ତି।

Article Bottom (Mobile Only)

ତୁଳା: କାର୍ଯ୍ୟକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ବଢୁଥିବା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ବିଛା: ପ୍ରିୟଜନଙ୍କ ସହ ଦୂରଯାତ୍ରା ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗତା ବୃଦ୍ଧି ପାଇବ। ହଠାତ ନୂତନ ସୂତ୍ରରୁ ଲାଭବାନ ହେବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରନ୍ତି ।

ଧନୁ:କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ପାରିବାରି ସୁଖସମୃଦ୍ଧି ବୃଦ୍ଧି ପାଇବ। ନୂତନ ନିବେଶ ପାଇଁ ଉତ୍ତମ ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।

ମକର: ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଗୁରୁଜନଙ୍କଠାରୁ ଅାଶୀର୍ବାଦ ପାଇବେ। କୌଣସି କଥା ମନକୁ ବ୍ୟଥିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: ବହୁ ଚେଷ୍ଟା କରି ସଫଳତା ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ଚଳଚଞ୍ଚଳ ରହିବେ।

ମୀନ: ଉଚ୍ଚ ଆଶା ସଫଳ ହେବ। ରାଜନୀତିରେ ସୁନାମ ପାଇବେ। ଚାକିରିରେ ସ୍ବାଧୀନତା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ଆଶାଜନକ ଫଳ ପାଇବେ।

Leave A Reply

Your email address will not be published.