ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ

ମୟୂରଭଞ୍ଜ: ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଜଶିପୁର ନିର୍ବାଚନମଣ୍ଡଳୀର ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ୫ଟି ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି ମାଆ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ସମୟରେ ୫ଞ ସଚିବଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ ଜନସାଧାରଣ । ଚାଷୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବା ସହିତ ସପ୍ତାହକରେ ଧାର୍ମିକ ଅନୁଷ୍ଠାନ ପାଇଁ ହୋଇଥିବା ଦାବି ପୂରଣ ହେବ ବୋଲି ୫ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.