ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରୁ ଜବତ ହେଲା ୩୫୬ ଗ୍ରାମର ବ୍ରାଉନ ସୁଗାର , ଚାରି ଜଣ ଗିରଫ

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ୩୫୬ ଗ୍ରାମର ବ୍ରାଉନ ସୁଗାର ଜବତ । ମାଟିତୋଟା ଅଞ୍ଚଳରେ ଡିଲ କରୁଥିବା ବେଳେ ମାଡି ବସିଲା ପୁରୀ ପୋଲିସ । ଚାରୋଟି ବାଇକ ସହ ୧୭ ହଜାର ଟଙ୍କା ଜବତ।

Leave A Reply

Your email address will not be published.