Browsing Tag

puri

ପୁରୀ ଉପକୂଳ ଛୁଇଁବା ବେଳେ ଗଭୀର ଅବପାତର…

ଭୁବନେଶ୍ୱର: ପୁରୀକୁ ନାହିଁ ବାତ୍ୟା ବିପଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ’ । ଗଭୀର ଅବପାତ ରୂପରେ ଆସନ୍ତାକାଲି ମଧ୍ୟାହ୍ନରେ ‘ଜୱାଦ’ ପୁରୀ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ…

ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ…

ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର…

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏଥିପାଇଁ ଉତ୍ତରଦ୍ୱାର ପାର୍ଶ୍ଵ ମଠ ନିକଟରେ କରାଯାଇଛି ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଗୁଆ ଟେକି ବ୍ରାହ୍ମଣ ବରଣ କରିଥିବା ବେଳେ ମଧ୍ୟାହ୍ନ ୧୨ଟାରେ…

ଲୋକାର୍ପିତ ହେବାକୁ ଥିବା ସ୍ମାର୍ଟ…

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗ୍ରାମପଞ୍ଚାୟତ ସାନସୀମା ସ୍କୁଲକୁ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଶୁକ୍ରବାର ଦିନ ବୁଲି ଦେଖିଛନ୍ତି । ଦୁଇଦିନ ମଧ୍ୟରେ ଉକ୍ତ ଅତ୍ୟାଧୁନିକ ଉଚ୍ଚବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାକୁ ଥିବା…

ଆଜି ରତ୍ନସିଂହାସନରେ ବାଙ୍କଚୁଡା ବେଶରେ…

ପୁରୀ: ମଙ୍ଗଳବାର ପଞ୍ଚୁକର ଦିତୀୟ ଦିନ । ଏହି ଅବସରରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଅବକାଶ ନୀତି…

ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର…

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ହେବ ଐତିହ୍ୟ ସୁରକ୍ଷା କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କରାଯିବ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ…

ପଞ୍ଚୁକ ପାଇଁ ପୁରୀରେ ପୁଲିସର…

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମରିଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ହୋଇଛି । ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ଆଜିଠୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ…

ପୁରୀ: ଆଜିଠୁ ୨ ଦିନ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ…

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖାଯାଇ ବିଶ୍ବନିୟନ୍ତାଙ୍କ ପ୍ରତି ଅପମାନ କରାଯାଇଛି। ଏହାର ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି। ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ…

ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ…

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଏକ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ…