ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୩୦ – ୧୨ -୨୦୨୧ )

ମେଷ: ଉଚ୍ଚଆଶା ପୂରଣ ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ପ୍ରସନ୍ନ ରହିବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ଫାଇବେ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି ।

ବୃଷ: ଦିନଟି କର୍ମତତ୍ପୁର ଓ ଆର୍ଥିକ ସ୍ବଚ୍ଛଳତା ରହିବ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଶତ୍ରୁଜୟୀ ହେବେ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ମିଥୁନ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ।ସନ୍ତାନ ସନ୍ତତି ମାନେ ଅବାଧ୍ୟ ହୋଇପାରନ୍ତି। ଚାକିରି କାର୍ଯ୍ୟବହୁଳ ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।

କର୍କଟ: ଦିନଟିରେ ସହଯୋଗ ପାଇ ଆଗେଇ ଚାଲିବେ । ମହିଳାମାନେ ସୁଖୀ ରହିବେ। ଅତିଥିଙ୍କ ଆଗମନ ହୋଇପାରେ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ।ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍ଗ-୩, ଶୁଭ ରଙ୍ଗ-କ୍ରିମ୍ ।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି । ରାଜନୀତିରେ ପ୍ରଭାବଶାଳୀ ରହିବେ । ମହିଳାମାନେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବା ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ମେରୁନ୍।

କନ୍ୟା: ବ୍ୟୟ ବୟୁଳତା କାରଣରୁ ଅର୍ଥାଭାବ ଦେଖାଦେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ -୪, ଶୁଭ ରଙ୍ଗ-ମେଟାଲିକ୍।

ତୁଳା: ଦିନଟି ପ୍ରସନ୍ନତା ଭିତରେ କଟିବ। ଉଭୟ ପ୍ରେମ ଓ ସାଂସାରିକ ଜୀବନ ମଧୁର ରହିବ। ପ୍ରଶାସନିକ ଉଚ୍ଚ ପ୍ରଶଂସା ପାଇବେ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା ।

ବିଛା: ହଠାତ୍ ଦୂରଯାତ୍ରା କରିପାରନ୍ତି । ଚାକିରିରେ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧିପାଇବ। ବାଣିଜ୍ୟରେ ସ୍ବଳ୍ପଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ ।

ଧନୁ: କୌଣସି ବଡ଼ ନିଷ୍ପତ୍ତି ନେଇ ସଫଳ ହେବେ। ରାଜନୀତିରେ ସକ୍ରିୟ ରହିବେ । ମହିଳାମାନେ ନୂତନ କର୍ମରେ ନିଯୁକ୍ତି ପାଇପାରନ୍ତି । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍।

ମକର: କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ସାଂସାରିକ ନୂତନ ଦିଗ୍‌ଦର୍ଶନ ପାଇବେ । ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା ।

କୁମ୍ଭ: ଦିନଟି ଆୟବ୍ୟୟ ସମାନ ରହିବ। ଚାକିରିରେ ଅସ୍ଥିର ରହିବେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ବ୍ୟୟ ବହୁଳତା ଦେଖାଦେବ। ଶିକ୍ଷାର୍ଥୀ ଅବହେଳା କରିବେ ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ହଳଦିଆ ।

ମୀନ: କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଚାକିରିରେ ସ୍ଥାନାନ୍ତର ହୋଇପାରେ । ରାଜନୀତିରେ ଶତ୍ରବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ-୧, ଶୁଭରଙ୍ଗ- ଗୋଲାପି।

Leave A Reply

Your email address will not be published.