ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୨୬-୦୫-୨୦୨୧ )

ମେଷ: ଅପବ୍ୟୟ ଓ ଅଶାନ୍ତି ଦେଖାଦେବ । ମହିଳାମାନେ ନିଜକୁ ହେୟ ମନେ କରିବେ । ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ବୃଷ: ଆର୍ଥିକ ସୁଦୃଢ଼ ରହିବେ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ ସବୁଜ

ମିଥୁନ: ଦିନଟି କର୍ମତତ୍ପର ରହିବେ। ମହିଳାମାନେ ପରିଶ୍ରମୀ ହେବେ । ରାଜନୀତିରେ ଶତ୍ରୁଜୟୀ ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କର୍କଟ: ଦୃଢ ମନୋବଳ ଓ ଉତ୍ସାହ ନେଇ କାର୍ଯ୍ୟ କରିବେ । ଚାକିରିରେ ପ୍ରଶଂସା ପାଇବେ। ମହିଳାମାନେ ରକ୍ଷଣାଶୀଳ ହେବେ। ବାଣିଜ୍ୟରେ ଶୁଭ ହେବ । ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ: ପ୍ରତି କାର୍ଯ୍ୟରେ ପଥରୋଧ ରହିବ। ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ରହିବ । ପ୍ରଶାସନିକ ପ୍ରତିକୂଳ ସ୍ଥିତି ରହିବ I ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

କନ୍ୟା: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ | ରାଜନୀତିରେ ପ୍ରଭାବଶାଳୀ ହେବେ । ବାଣିଜ୍ୟରେ ଆୟ ଉତ୍ତମ ହେବ | ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା: ଆର୍ଥିକ ଉନ୍ନତି ହେବ। ସାଂସାରିକ ଚଳଚଞ୍ଚଳ ରହିବେ । ମହିଳାମାନେ ଯଶକୀର୍ତ୍ତି ପାଇବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ବିଛା: ଦିନଟି ହସଖୁସିରେ ଆସର ଜମିପାରେ । ରାଜନୀତିରେ ଲୋକପ୍ରିୟ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

ଧନୁ: କର୍ମକ୍ଷେତ୍ରରେ ଖର୍ଚ୍ଚାନ୍ତ ଦେଖାଦେବ । ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ମହିଳାମାନେ ଅସ୍ଥିରମନା ରହିବେ । ଶିଳ୍ପ ଓ ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶୁଭ ଅଙ୍କ-୨.ଶୁଭ ରଙ୍ଗ-ଧଳା

ମକର: ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ ଓ ସହଯୋଗ ମିଳିବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣା

କୁମ୍ଭ: ଦିନଟି ଉନ୍ନତ ମାର୍ଗରେ ରହିବେ । ଚାକିରିରେ ଧନସମ୍ମାନ ପାଇବେ । ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ।ଶୁଭ ଅଙ୍କ-୩, ଶୁଭ ଅଙ୍କ-ଗୋଲଡେନ୍

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଚାକିରିରେ ଧନସମ୍ମାନ ପାଇବେ। ପ୍ରଶାସନିକ ପ୍ରସିଦ୍ଧି ପାଇବେ। ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ ୮.ଶୁଭ ରଙ୍ଗ-ବାଇଗଣୀ

 

Leave A Reply

Your email address will not be published.