ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Union Budget 2023-24

ସରିଲା ପ୍ରତୀକ୍ଷା : ଲୋକସଭାରେ ବଜେଟ୍‌…

ନୂଆଦିଲ୍ଲୀ : ସରିଲା ବଜେଟ୍‌ ୨୦୨୩-୨୪ର ପ୍ରତୀକ୍ଷା। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ବଜେଟ୍‌ ଉଦ୍‌ବୋଧନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅମୃତ କାଳର ଏହା ପ୍ରଥମ ବଜେଟ ।…

ବଜେଟର ରେଳ ବ୍ୟୟବରାଦରେ ଓଡ଼ିଶାକୁ ମିଳିବ…

ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର…

ଆଜି ସାଧାରଣ ବଜେଟ : ୪୪ଲକ୍ଷ କୋଟି…

ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ…

ବଜେଟ୍ ୨୦୨୩-୨୪: ଟିକସଦାତାଙ୍କୁ…

ନୂଆଦିଲ୍ଲରୀ: ପାଖେଇ ଆସୁଛି ସାଧାରଣ ବଜେଟ୍‌ ୨୦୨୩-୨୪। ଆସନ୍ତାବର୍ଷ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଆଗାମୀ ବଜେଟରେ ସରକାର ଟିକସଦାତାଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ଏଥିରେ ନୂତନ ଟିକସ ବ୍ୟବସ୍ଥାକୁ…

ନିର୍ମଳାଙ୍କ ପେଡ଼ି ଉପରେ ଏବେ ସମସ୍ତଙ୍କ…

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଆରମ୍ଭ ସହିତ ବଜାର ଏବଂ ନିବେଶକଙ୍କ ଆଖି ଏବେ କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ ଉପରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହେବ। ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ…