ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ…
ଭୁବନେଶ୍ୱର: ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ବୀକୃତି। ଷ୍ଟାଡିୟମକୁ କାଟାଗୋରୀ-୩ ମାନ୍ୟତା ମିଳିଛି। ଏହି ମାନ୍ୟତା ୨୭ ଡିସେମ୍ବର ୨୦୨୫ ପର୍ଯ୍ଯନ୍ତ ରହିବ। ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତିଲେଇକଣି ଷ୍ଟାଡିୟମ । ଆଗାମୀ ଦିନରେ ହକି ଭିତ୍ତିଭୂମିକୁ ସୁଦୃଢ଼ କରିବାରେ…