ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ୱୀକୃତି, କ୍ରୀଡା ବିଭାଗକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ବୀକୃତି। ଷ୍ଟାଡିୟମକୁ କାଟାଗୋରୀ-୩ ମାନ୍ୟତା ମିଳିଛି। ଏହି ମାନ୍ୟତା ୨୭ ଡିସେମ୍ବର ୨୦୨୫ ପର୍ଯ୍ଯନ୍ତ ରହିବ। ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତିଲେଇକଣି ଷ୍ଟାଡିୟମ । ଆଗାମୀ ଦିନରେ ହକି ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.