ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣାର…
ସୋନପୁର: ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ଥିଲା 'ନ୍ୟୁଡ୍ କଲ' । କିଛି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ସୋନପୁର ପୋଲିସ । ନ୍ୟୁଡ କଲ୍ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ । ବ୍ଲାକମେଲରଙ୍କ…