ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sonepur

ଚାଷୀଙ୍କୁ ଘାରିଛି ବର୍ଷା ଆଶଙ୍କା: ଅମଳ…

ଉଲୁଣ୍ଡା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ଯା ଜୱାଦ। ବାତ୍ଯାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା। ଚାଷୀଙ୍କୁ ଘାରିଛି ବର୍ଷାର ଆଶଙ୍କା। ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ଯା ଜୱାଦ ଏବେ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ପ୍ରବଳ ବର୍ଷା ସହିତ ପବନର ଆଶଙ୍କା ପାଣିପାଗ ବିଭାଗ ପକ୍ଷରୁ…

୩ ଜଣ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ତିନି ଜଣ ଯୁବକଙ୍କ ଗତକାଲି ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା  ମିଳି ପାରିନାହିଁ । କୌଣସି ଏକ ଟ୍ରେନ ଧକ୍କାରେ ଯୁବକ ମାନଙ୍କ ମୃତ୍ୟୁ ହୋଇଥିବା ନେଇ ଅଞ୍ଚଳରେ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ…

ସୋନପୁର: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ…

କଇଁଛ ଧରା ହେଲା କାଳ; ପରିତ୍ୟକ୍ତ କୂଅରୁ…

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧୀନ କୁହିବାହାଲ ପଞ୍ଚାୟତ ଆନନ୍ଦପୁରରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। କଇଁଛ ଧରିବାକୁ ଯାଇ ଏକ ଅବ୍ୟବହୃତ କୂଅରେ ପଶିଥିବାବେଳେ ବାପ, ପୁଅ ଓ ଜ୍ୱାଇଁଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଏମାନେ ହେଲେ ଆନନ୍ଦପୁରର ସାଧୁ କାଳସେ (୫୫), ତାଙ୍କ…

ଶିକାରୀ ହେଲେ ଶିକାର: ବାରହା ଧରିବା ପାଇଁ…

ସୋନପୁର: ଶିକାରୀ ହେଲେ ଶିକାର । ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଶିକାରୀ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ଜୀବନ। । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତକ ହେଲେ ବୀରମହାରାଜପୁର ଥାନା ବାଘପାଲି ଗାଁର…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବଲାଙ୍ଗିର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପେସ୍କ ସଂପାଦକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୋନପୁର ଜିଲ୍ଲା ଚାରଭଟା ପେସ୍କ ସଂପାଦକ ମସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର ସାଲେପାଲି ସ୍ଥିତ ନିଜ ବାସଭବନ ଓ ଚାରଭଟ୍ଟାରେ ଥିବା ତାଙ୍କ ପେସ୍କ କାର୍ଯ୍ୟାଳୟରେ ଏକକାଳୀନ ୨ଟି…

ଅବକାରୀ ବିଭାଗ ଏବଂ ପୋଲିସର ଚଢଉ, ୬…

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଏବଂ କୁଡାପଡା ଜଂଗଲରେ ରବିବାର ଦିନ ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ଚଢଉ କରି ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ଉଲୁଣ୍ଡା ଅଞ୍ଚଳରେ ଦିନକୁ…

ସୁବର୍ଣ୍ଣପୁର ଜାତୀୟ ସ୍ୱାସ୍ଥ୍ୟ ମିଶନ…

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଳା ଜାତୀୟ ସ୍ୱାସ୍ଥ ମିଶନ(ଏନ୍ଏଚ୍ଏମ୍) ବ୍ୟାଙ୍କ ଜମାଖାତାରୁୁ ୫ କୋଟି ୧ଲକ୍ଷ ୫୦ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର…