୫ ବର୍ଷରେ ଭାରତୀୟ ଅରବପତିଙ୍କ ସଂଖ୍ୟା ୬୩…
ନୂଆଦିଲ୍ଲୀ:vଭାରତରେ ଅରବପତିଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ୬୩ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବର ଅନ୍ୟ ଯେକୌଣସି ପ୍ରଗତିଶୀଳ ରାଷ୍ଟ୍ର ତୁଳନାରେ ଭାରତରେ ବିତ୍ତଶାଳୀ ମାନଙ୍କ ସମ୍ପତ୍ତି ବୃଦ୍ଧି ସହିତ ସେମାନଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆନ୍ତର୍ଜାତିକ ସମ୍ପତ୍ତି ପରାମର୍ଶକାରୀ ସଂସ୍ଥା…