ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Nilagiri

ବିଜେଡିରେ ସାମିଲ ହେଲେ ବିଜେପି ଓ…

ଭୁବନେଶ୍ୱର: ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମନ୍ତ୍ରୀ ତଥା ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୩୨ଜଣ ପ୍ରମୁଖ ନେତା ସାମିଲ ହୋଇଛନ୍ତି।ଶିଶିର ମହାପାତ୍ର…

ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ…

ନୀଳଗିରି: ଆସନ୍ତାକାଲି ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୂଖ୍ୟ ଗେଟରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ସହିତ ମିଠା ଖୁଆଇବେ…

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର,…

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହ ପୁର ପଞ୍ଚାୟତ ପୁରୁଣାଗାଁ ଅଞ୍ଚଳରେ ଘର ସହିତ ଗ୍ରୋଷରୀ ଦୋକାନରେ କିଛି ବାଣ ରଖାଯାଇଥିଲା, ଘର୍ ଗ୍ୟାସ ଟ୍ୟାଙ୍କ ଫାଟି ଯିବାରୁ ଘର ସହିତ ଦୋକାନରେ ବିସ୍ପୋରଣ ହୋଇଛି। ଏଥିରେ ୩ଜଣ ଗୁରୁତର ହଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମା ବାପା ଏବଂ ପୁଅ ଗୁରୂତର…

୩ ଭାଲୁଙ୍କ ସହିତ ଏକାକୀ ଲଢି ନିଜ ଜୀବନ…

ନୀଳଗିରି: ଯାହାକୁ ରଖିବେ ଅନନ୍ତ...। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ।ସୂଚନା…

ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା…

ନୀଳଗିରି: ବିରିୟାନି ଖାଇବା ପାଇଁ ବାରମ୍ବାର ଅଳି କରିଥିଲା ନାବାଳକ ପୁଅ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା ବିରିୟାନି ନ ଆଣି ପାରିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗ୍ରାମର ମନରଞ୍ଜନ…

ଅନ୍ଧାରି ଗଳିରେ ଅନ୍ଧବିଶ୍ୱାସ

ନୀଳଗିରି :  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ରେ ୭ ଦିନ ଧରି ଜଣେ ଆଦିବାସୀ ମହିଳା ଙ୍କୁ ଡାହାଣୀ ସନ୍ଦେହରେ ଅଟକ ରଖିବା ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣାକୁ ନେଇ ନୀଳଗିରି ଏସଡ଼ିପିଓ ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତ ନିର୍ଦେଶ ଦେବା ପରେ ବୃଦ୍ଧା ଜଣକ…

ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା…

ନୀଳଗିରି : କୁଳଡିହା ଅଭୟାରଣ୍ୟ ରେ ଗୁଳିକାଣ୍ଡ । ଗୁଳି ବାଜି ନାବାଳକ ଗୁରୁତର। ଗରଡି ପଂଚାୟତ ଅନ୍ତର୍ଗତ ଚେକେମରା ଗ୍ରାମର ନାବାଳକ ରବୀନ୍ଦ୍ର ସିଂ ଘର ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କ କାନ୍ଧରେ ଗୁଳି ବାଜିଥିବା ସୂଚନା। ନାବାଳକ ଜଙ୍ଗଲରେ ଛେଳି ଚରାଉ ଥିବା ବେଳେ ହଠାତ ତାଙ୍କ…

୨୫ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବଦ,…

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଗୁନିଆ ପଂଚାୟତ ର ନିଶଙ୍ଖପୁର ରୁ ୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବଦ କରାଯାଇଛି ଯାହାର ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଉଛନ୍ତି ଜୟନ୍ତ ମଲ୍ଲିକ।…