ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୫ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବଦ, ଜଣେ ଗିରଫ

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଗୁନିଆ ପଂଚାୟତ ର ନିଶଙ୍ଖପୁର ରୁ ୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବଦ କରାଯାଇଛି ଯାହାର ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଉଛନ୍ତି ଜୟନ୍ତ ମଲ୍ଲିକ। ସଟଡାଉନ ରେ ଫାଇଦା ନେଇ ଗାଁରେ ଘରେ ଚୋରା ବେପାର କରୁଥିବାର ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ଏସଡିପିଓ ରିତେଶ କୁମାର ମହାପାତ୍ର, ସବଇନ୍ସପେକ୍ଟର ବାସୁଦେବ ଜୟସିଂହ ସମେତ ଅନ୍ୟ ପୋଲିସ ଟିମ ସାମିଲ ଥିଲେ।

Leave A Reply

Your email address will not be published.