Browsing Tag

nepal

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟ୍…

କାଠମାଣ୍ଡୁ: ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ…

ନେପାଳରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଘଟି…

କାଠମାଣ୍ଡୁ: ପଶ୍ଚିମ ନେପାଳର ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଅଚ୍ଛାମ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦ ଜଣ ଏବେ ବି ମଧ୍ୟ ନିଖୋଜ ଅଛନ୍ତି। ଜଣେ ଅଧିକାରୀଙ୍କ ଅନୁଯାୟୀ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପ୍ରୟାସ…

ଶ୍ରୀଲଙ୍କା ପରେ ଚୀନ୍‌ ଟାର୍ଗେଟ୍‌ରେ…

ନୂଆଦିଲ୍ଲୀ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବା ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଦିନକୁ ଦିନ ରସାତଳକୁ ଯାଉଥିବା ଶ୍ରୀଲଙ୍କା ଅର୍ଥନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଯେଭଳି ଭାବେ ଡ୍ରାଗନ୍‌ର ଋଣ ଜାଲରେ ନ ପଡିବେ ସେଥିପାଇଁ ବେଶ ସତର୍କତା ଅମ୍ବଲମ୍ବନ କରୁଛନ୍ତି। ଏଭଳି ସମୟରେ…

ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ…

ଭୁବନେଶ୍ୱର: ନେପାଳ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୨୨ଜଣଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଥିବା ସୋମବାର ସ୍ପଷ୍ଟ ହୋଇଛି। ସେମାନେ ହେଲେ ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଏବଂ ଦୁଇ ପିଲା ଧନୂଷ ତ୍ରିପାଠୀ, ଋତିକା ତ୍ରିପାଠୀ। ସେମାନଙ୍କ…

ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ…

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମି ସୂଚନା ଦେଇଛନ୍ତି। ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି। ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ…

ନେପାଳର ଲୁମ୍ବିନି ସ୍ଥିତ ମାୟାଦେବୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଲୁମ୍ବିନି ଗସ୍ତ ଅବସରରେ ୨୦୨୨ ମସିହା ମେ ୧୬ ରେ ନେପାଳର ଲୁମ୍ବିନିରେ ଥିବା ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବା ଏବଂ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ…

ରନ୍‌ୱେରେ ଉଡାଜାହାଜକୁ ଧକ୍କା ମାରି ଆଗକୁ…

କୌଣସି କାରଣ ପାଇଁ ମଝି ରାସ୍ତାରେ ଗାଡ଼ି ଖରାପ ହୋଇଗଲେ, ତାକୁ ଧକ୍କା ଦେଇ ଚଳାଇବାକୁ ହୁଏ । ଏହା ସାଧାରଣ କଥା । କିନ୍ତୁ କୌଣସି ଉଡ଼ାଜାହାଜକୁ ଧକ୍କା ମାରି ଚଳାଇବା ଖବର ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଓ ନିଆରା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ…

ପିପିଲିରୁ ଚୋରି, ନେପାଳରେ ବିକ୍ରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ରାଜ୍ୟ ବାହାରେ ତଥା ବିଦେଶରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଏକ ର଼୍ୟାକେଟ୍‌ ର ସଦସ୍ୟ ବାପୁନି ପାଢ଼ୀଙ୍କୁ ଗିରଫ କରିଛି ଏସ୍‍ଟିଏଫ। ବାପୁନିର ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏସ୍‍ଟିଏଫ ତାଙ୍କଠାରୁ ୫ଟି ମୂଲ୍ୟବାନ…