ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mahanadi River

ମହାନଦୀର ମୁଣ୍ଡଳୀଠାରେ ଚାଲିଛି ସର୍ବାଧିକ…

କଟକ: ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ…

ରାଜ୍ୟସଭାରେ ବିଜେଡ଼ି ସାଂସଦ ଉଠାଇଲେ…

ଭୁବନେଶ୍ବର: ରାଜ୍ୟସଭାରେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓ ମହାନଦୀରେ ଅବର୍ଜନା ପକାଇବା ପ୍ରସଙ୍ଗ ଉଠାଇଛନ୍ତି। ମିଳିତ ଭାବେ ଏକ ଅଣତାରକା ପ୍ରଶ୍ନ ଜରିଆରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ…

ମହାନଦୀ ଶଯ୍ୟା ପୋତାଯିବା ଓ ବାଲିଯାତ୍ରା…

କଟକ: ମହାନଦୀ ଶଯ୍ୟା ପୋତାଯିବା ତଥା ନଦୀ ଶଯ୍ୟାରେ ବେଆଇନ ଭାବେ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ଏନଜିଟିରେ ଚାଲିଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିଶେଷକରି ବାଲିଯାତ୍ରା ଆୟୋଜନକୁ ଯଦିଓ…

ଓଡ଼ିଶାର ଜୀବନରେଖା ପ୍ରତି କେନ୍ଦ୍ର…

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼, ସିଡବ୍ଲ୍ୟୁସି ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ କେବଳ ତାରିଖ ଗଡ଼ାଇବାରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ଜୀବନରେଖା…

ଗାଧୋଇବାବେଳେ ମହାନଦୀରେ ବୁଡି ଦୁଇ ଛାତ୍ର…

ଜଗତସିଂହପୁର: ମହାନଦୀରେ ଗାଧୋଇବା ହେଲା କାଳ । ଜଗତସିଂହପୁର କୁଜଙ୍ଗ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ୨ ଯୁବକ ପଥୁରିଆ ଗ୍ରାମର ବୋଲି ଜଣାପଡିଛି । ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ ସାହୁ ଓ ରାଜେନ୍ଦ୍ର ସାହୁ।…

ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି…

କଟକ: ମୁଣ୍ଡଳୀ ବ୍ରିଜ ନିକଟରେ ଅଘଟଣ । କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍‌ ରଖି ମହାନଦୀକୁ ଜଣେ ଯୁବକ ଡେଇଁପଡିଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ଏବେ ବି ନିଖୋଜ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ମିଳିଥିବା ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ…