ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Maa Samaleswari

ମା’ ସମଲେଶ୍ଵରୀଙ୍କ ମନ୍ଦିରରେ…

ସମ୍ବଲପୁର: କୁମାରପୂର୍ଣ୍ଣିମା ଉପଲକ୍ଷେ ମାଆ ସମଲେଶ୍ଵରୀଙ୍କ ପୀଠରେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ୧- ପ୍ରାତ ନୀତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫:୦୦ ଘଟିକା । ୨- ସାଧାରଣ ଦର୍ଶନ ସକାଳ…

ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ…

ସମ୍ବଲପୁର: ପବିତ୍ର ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ । ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି ଧବଳମୁଖି ବେଶ ଦର୍ଶନ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ…

ପ୍ରେମିକ ସହ ବିବାହ କରାଇଦେବାକୁ ମାଁ…

ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା…

ମାଆ ସମଲେଇ ପୀଠର ବିକାଶ କାର୍ଯ୍ୟର…

ସମ୍ବଲପୁର: ପଶ୍ଚିମ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍ । ଏଥିସହିତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି…

ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’…

ସମ୍ବଲପୁର : ଅନ୍ତ ହେଲା ସବୁ ପ୍ରତୀକ୍ଷା । ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ଯ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ ମାଁଙ୍କ ନିକଟରେ…