ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

lockdown

ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ…

ଭୁବନେଶ୍ବର: ଗତକିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥି ପାଇଁ ଭୟବିତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଚୁ କି ସାମାନ୍ୟ ଲକ୍ଷଣ ଆସିଲେ…

ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ…

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ…

ଲକ୍‌ଡାଉନ : ଷୋହଳ ପରେ ହେବ କି କୋହଳ!

ଭୁବନେଶ୍ୱର : ସଂକ୍ରମଣ କମିଛି, ସ୍ଥିତି ସୁଧୁରିଛି। ତଥାପି ଦିନକୁ ସଂକ୍ରମଣ ୨ ହଜାର ଉପରେ ରହିଛି । ସେପଟେ କଠୋର ହେବାକୁ କେନ୍ଦ୍ର ମଧ୍ୟ କହିସାରିଛି। ତେଣୁ ଆସନ୍ତା ୧୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଏହା ଆଗକୁ ଜାରି ରହିବ କି କୋହଳ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି…

ଏହି ରାଜ୍ୟରେ ଜୁଲାଇ ୧୯ ଯାଏଁ ବଢ଼ିଲା…

ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇବାକୁ ଚାହୁଁ ନାହାଁନ୍ତି। ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା…

ଲକ୍‌ଡାଉନ୍‌ରେ ବିକିଲେ ଲକ୍ଷେ ଅଣ୍ଡା

ଭୁବନେଶ୍ୱର : ‘ମିଶନ ଶକ୍ତି’ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର କରିଛନ୍ତି ଲକ୍ଷ୍ୟଭେଦୀ ଯୋଜନା। ଆଉ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ‘ମିଶନ’ ଭାବରେ ଗ୍ରହଣ କରିଛନ୍ତି ଓ ଆର୍ଥିକ ଭାବରେ ‘ଶକ୍ତିଶାଳୀ’ ହୋଇଛନ୍ତି। କୁକୁଡ଼ା ଚାଷ କରି ଲକଡ଼ାଉନରେ ନିଜର ଓ…

ଲକଡାଉନ୍ ଅବଧି ନେଇ ଅପରାହ୍ଣରେ ଘୋଷଣା…

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି…

ରାଜ୍ୟରେ ଲକ୍‌ଡାଉନ୍ କୋହଳ ହେବ ନା…

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? କାରଣ ବର୍ତମାନ ବଳବତ୍ତର ଥିବା ଲକ୍‌ଡାଉନ୍ ଜୁଲାଇ ୧ ସକାଳେ ଶେଷ ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ…

ଲକଡାଉନକୁ ନେଇ କର୍ମହରାର କରୁଣ ଚିତ୍ର :…

ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର…

ଅନ୍‍ଲାଇନ୍‍ ମଦ କାରବାର : ୧୪ ଦିନରେ…

ଭୁବନେଶ୍ୱର : ଲକ୍‍ଡାଉନ୍‍ରେ ମଦ ଦୋକାନ ବନ୍ଦ। ଅନ୍‍ଲାଇନରେ ଚାଲିଛି କାରବାର। ତେଣୁ ମଦ ଦୋକାନ ବନ୍ଦ ସତ୍ୱେ ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମଇ ୧୭ ତାରିଖରୁ ଜୁନ୍‍ ୩ ତାରିଖ ପର୍ଯ୍ୟନ୍ତ ୫୬୭୨୯ ଲିଟର ବିଦେଶୀ ମଦ, ୪୮୨୦୦ ଲିଟର ବିୟର ଅନ୍‍ଲାଇନ୍‍ରେ ବିକ୍ରି…

ଲକ୍‍ଡାଉନ୍‌ରେ ଅମାନିଆଙ୍କ ଠାରୁ ୩୨ ଲକ୍ଷ…

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଉଛି। ତଥାପି ଲକ୍‍ଡାଉନ ଅବଧିକୁ ପୁଣି ରାଜ୍ୟ ସରକାର ଜୁନ୍‍ ୧୭ ଯାଏଁ ବଢ଼଼ାଇ ଦେଇଛନ୍ତି। ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ମଙ୍ଗଳବାରଠାରୁ ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଆରମ୍ଭ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା…