ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

INDvsAUS

ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର୍ ବିଜୟ,…

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।…

ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ…

ନାଗପୁର: ପ୍ରଥମ ଟେଷ୍ଟ ଜିତିଲା ଭାରତ । ନାଗପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ଅଶ୍ୱିନୀ ୫ଟି ଓ୍ୱିକେଟ…

ହାଇଦ୍ରାବାଦରେ ଟିମ୍‌ ଇଣ୍ଡିଆର…

ହାଇଦ୍ରାବାଦ୍‍ : ଆଜି ହାଇଦ୍ରାବାଦ୍‌ ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଭାରତ ୬ ୱିକେଟର ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ ବିଜୟୀ ହୋଇଛି। ବୋଲରଙ୍କ ପରେ ଭାରତୀୟ ବ୍ୟାଟରଙ୍କ ଦମାଦାର ପଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ…

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ…

ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦। ୩ ମ୍ୟାଚ୍‍ ବିଶିଷ୍ଟର ତୃତୀୟ ତଥା ଶେଷ ମ୍ୟାଚ୍‍ ଆଜି ହାଇଦ୍ରାବାଦର ଉପ୍ପଲ ଷ୍ଟାଡିୟମ୍‍ ରେ ଖେଳାଯିବ। ଏହା ପୂର୍ବରୁ ଦୁଇଟି ମ୍ୟାଚ୍‍ ଶେଷ ହୋଇଥିଲାବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‍ ଜିତି ବରାବର ସ୍ଥିତିରେ…

ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍:…

ନୂଆଦିଲ୍ଲୀ: ତିନି ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳ ଭାରତ ଗସ୍ତରେ ଆସିଛି। ସିରିଜର ପ୍ରଥମ ମ୍ୟାଚ୍‍ ଆଜି ମୋହାଲିରେ ଖେଳାଯିବ। ରୋହିତ୍‍ ଶର୍ମା ଭାରତର ଏବଂ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ…