ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

GANJAM

ବଡ଼ କୋଦଣ୍ଡା ଗ୍ରାମର ବିଶ୍ୱ ପ୍ରସିଦ୍ଧ…

ଭଞ୍ଜନଗର(ଜୟକୃଷ୍ଣ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଭଞ୍ଜ ମାଟି ନିଜ ସ୍ୱତନ୍ତ୍ରତା ଯୋଗୁଁ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଗାଥାକୁ ଆଜି ମଧ୍ୟ ବିଶ୍ୱ ଦରବାରରେ ବଜାୟ ରଖିଛି । ଯାହାକୁ ନେଇ ଏ ମାଟି ଆଜି ଗର୍ବିତ । ନିଜର ଉତ୍କର୍ଷତା ଲାଗି ଦେଶ ବିଦେଶରେ ଏହାର ବହୁ ସୁନାମ ରହିଛି । ସଂଘର୍ଷମୟ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଉପରକୁ…

ଖଲ୍ଲିକୋଟ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ହୋଇଛି ବୋମାମାଡ଼ । ଏହି ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇବାବେଳେ…

ବିଜେପି କାର୍ଯ୍ୟକ୍ରମକୁ ଆସିବା ବେଳେ…

ବ୍ରହ୍ମପୁର: ବିଜେପି କାର୍ଯ୍ୟକ୍ରମକୁ ଯିବାବେଳେ ଅଘଟଣ । ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏପରି ଦୁର୍ଘଟଣା । ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଗ୍ୟାସରେ ରୋଷେଇ କରିବାକୁ ନେଇ ସ୍ତ୍ରୀକୁ…

ଆସିକା: ଗ୍ୟାସରେ ରୋଷେଇ କରିବାକୁ ନେଇ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ ଲିଲି ନାୟକ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ରୁଗୁମୁ ଗାଁରେ ଘଟିଛି ଏପରି ହୃଦୟବିଦାରକ ଘଟଣା । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି । ସ୍ୱାମୀକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ,…

ଗାଧୋଉଥିବାବେଳେ ଗୋପାଳପୁର ସମୁଦ୍ରରେ…

ଗଞ୍ଜାମ: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ଯୁବକ ନିଖୋଜ । ନିଖୋଜ ଯୁବକଜଣକ ହେଲେ ନୟାଗଡ଼ର ଓମକାର (୨୮) । ଗାଧୋଉଥିବାବେଳେ ସମୁଦ୍ରର ଗଭୀର ପାଣିରେ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିବାବେଳେ ଏପରି ଅଘଟଣ…

କାର-ଟ୍ରକ ଧକ୍କା: ୨ମୃତ, ୫ଗୁରୁତର

ଗଞ୍ଜାମ: ପଶ୍ଚିମବଙ୍ଗରେ ଓଡ଼ିଶାର ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ - କାର ଧକ୍କାରେ କାରରେ ଥିବା ୨ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୭ ଜଣ ଲୋକ ଗୋଟିଏ କାର୍‌ରେ…

ନିଜ ଅତୀତର କୋଳାହଳକୁ ଫଟୋ ଫ୍ରେମ୍‌ରେ…

ପୋଲସରା(ମନୋଜ ଘଢ଼େଇ): ଆଧୁନିକତାର ଏହି ଚାକଚକ୍ୟ ଆଲବମ୍‌‌ ଜଗତରେ ମଣିଷ ଆଜି ନିଜ ଚରିତ୍ରର ପ୍ରତିଟି ଛବିକୁ ଫଟୋ ଫ୍ରେମରେ ସଜାଡି ରଖିବା ସମ୍ପୂର୍ଣ୍ଣ ଭୁଲିଯାଇଛି। ହେଲେ ଏମିତି କିଛି କର୍ମଠ ମଣିଷ ଅଛନ୍ତି, ଯିଏ ଆଜି ବି ନିଜ ଅତୀତର କୋଳାହଳକୁ ଫଟୋ ଫ୍ରେମ୍‌ରେ କାଚ ବନ୍ଧେଇ କରି ସାଇତି ରଖିଛନ୍ତି। ସେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ଓ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା' ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅଜା ଗୁରୁତର ହୋଇଛନ୍ତି। ମୃତକ ହେଲେ ମା' ନିବାସୀ ପାହାନ ଓ ପୁଅ ଜିତେନ୍ଦ୍ର ପାହାନ। ଗୁରୁତର ଅଜା ଭାଗି ନାହାକଙ୍କୁ ଉଦ୍ଧାର…

ୟୁ-ଟ୍ୟୁବରେ ଛାତ୍ରଛାତ୍ରୀଙ୍କୁ ପଦାର୍ଥ…

ପାତ୍ରପୁର(ବଦ୍ରୀ ନାରାୟଣ ରଣା): ଶିକ୍ଷାଗ୍ରହଣ ମଣିଷ ପାଇଁ ଅପରିହାର୍ଯ୍ୟ। ଏ କ୍ଷେତ୍ରରେ ଦିନକୁ ଦିନ ମଣିଷ ଆଗକୁ ବଢ଼ୁଛି। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତିରେ ମଣିଷ ତା’ର ଅସ୍ତିତ୍ୱ ଖୋଜି ନିଜକୁ ସତର୍କ କରୁଛି। ଦୁନିଆରେ ଯେତେସବୁ ଜିନିଷ ମଣିଷ ଦ୍ୱାରା ନିର୍ମିତ ହୋଇଛି ତାହା ବିଭିନ୍ନ କ୍ଷେତ୍ରରେ…

ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି…

ଛତ୍ରପୁର(ପ୍ରଶାନ୍ତ ମହାରଣା): ଆଧୁନିକତାର ଛାପ ଓ ଚାପରେ ଦିନକୁ ଦିନ ବିଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ କୌଳିକ ବୃତ୍ତି ପ୍ରତି ବିମୁଖ ହେଉଛନ୍ତି। ଜୀବିକା ହରାଇ କାରିଗରମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ବହୁ ଦୁର୍ଦ୍ଦିନ ଦେଇ ଗତି…