ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

DRDO

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ,…

ଭୁବନେଶ୍ବର: ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି। ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହାର ୫ ହଜାର…

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର…

ବାଲେଶ୍ବର: ଓଡିଶା ଉପକୂଳରୁ  ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି। ସକାଳ ୧୦ ଟା ୩୦ ମିନିଟରେ ହୋଇଛି ଏହି ପରୀକ୍ଷଣ। ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନାଦେଛି ଡିଆରଡିଓ। ଏହାପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି…

ଅବଦୁଲ କାଲାମ ଦ୍ବୀପରୁ ଅତ୍ୟାଧୁନିକ…

ବାଲେଶ୍ବର: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ 'ଅଗ୍ନି ପ୍ରାଇମ'ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି । ରାତ୍ରୀକାଳୀନ ପରୀକ୍ଷା କରିଛି ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ । ମଧ୍ୟମ ଦୂରଗାମୀ…

ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ VSHORADS…

ବାଲେଶ୍ବର: ଡିଆରଡିଓର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍‌)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ (ଭିଏସ୍‌ଆର୍‌ଏଡିଏସ୍‌) ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ ହୋଇଛି। ଭିଏସ୍‌ଆର୍‌ଏଡିଏସ୍‌ ହେଉଛି ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ ଯାହା ସ୍ୱଳ୍ପ ଦୂରତାରେ…

ହନିଟ୍ରାପ ମାମଲାରେ ଅଭିଯୁକ୍ତ…

ଜଳେଶ୍ଵର : ହନିଟ୍ରାପରେ ଫଶି ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆର ଅଧିକାରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଉଦ୍ୟମ କରୁଛି। ସେ ପାକିସ୍ତାନ ଯୁବତୀଙ୍କ ହନିଟ୍ରାପରେ ଫଶି, ଚାନ୍ଦିପୁର କ୍ଷେପଣାସ୍ତ୍ର ଗୋଳାବାରୁଦ…

ଚାନ୍ଦିପୁର ଆଇଟିଆରରୁ କ୍ୟୁଆରଏସଏଏମ୍‌…

ବାଲେଶ୍ୱର : ଡିଆରଡିଓ ବୈଜ୍ଞାନିକ ଏବଂ ଭାରତୀୟ ସେନା ପକ୍ଷରୁ ଗୁରୁବାର ସଫଳତାର ସହ କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଭେଦ କରିଛି। ଡିଆରଡିଓ ଓଡିଶାର ଚାନ୍ଦିପୁର ରେଞ୍ଜରେ…

ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲର ସଫଳ…

ଚାନ୍ଦିପୁର: ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି…

ଭାରତକୁ ବଡ଼ ସଫଳତା: ମାନବ ବିହୀନ ଯୁଦ୍ଧ…

ବେଙ୍ଗାଲୁରୁ: ଭାରତକୁ ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ମିଳିଲା ବଡ଼ ସଫଳତା। ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି…

କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆରଡିଓରୁ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ଶୁକ୍ରବାର ସଫଳ ପରୀକ୍ଷଣ ହୋଇଛି। କ୍ଷେପଣାସ୍ତ୍ର ଘାଟି ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଏହି ଉତ୍‌କ୍ଷେପଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) କରିଛି।…

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା :…

ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଡିଆରଡିଓ ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲ୍‌ ରେକର୍ଡିଂ ମିଳିବା ପରେ ତଦନ୍ତକୁ ଆଗେଇ ନେଇଛି ଓଡିଶା…