Browsing Tag

DR.GAYATRIBALA PANDA

ଡ. ଗାୟତ୍ରୀବାଳା ପଣ୍ଡାଙ୍କ ‘ଏ ସ୍ଲାଇସ୍‍…

ଭୁବନେଶ୍ୱର: ଷଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲରେ ସାହିତ୍ୟ ସମୀକ୍ଷକ ତଥା ଅନୁବାଦକ ମନୁଆ ଦାସଙ୍କ ଦ୍ୱାରା ବିଶିଷ୍ଟ ଓଡ଼ିଆ କବି ଡ଼. ଗାୟତ୍ରୀବାଳା ପଣ୍ଡାଙ୍କ ଓଡ଼ିଆ କବିତା ପୁସ୍ତକର ଇଂରାଜୀ ଅନୁବାଦ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’କୁ ବିଶିଷ୍ଟ ବଙ୍ଗଳା ଓ ଇଂରାଜୀ ଲେଖକ କୁନାଲ ବସୁ ଉନ୍ମୋଚନ…

ଗାୟତ୍ରୀବାଳା ପଣ୍ଡା ପାଇବେ ‘ମହୁରି…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତବର୍ଷର ମହୁରି ସମ୍ମାନ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ସମ୍ମାନ ପାଇବେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ…