ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid Vaccination Odisha

ରାଜ୍ଯରେ ୩ କୋଟି ଟପିଲା ଟିକାକରଣ:…

ଭୁବନେଶ୍ୱର: କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମିଶାଇ ସର୍ବମୋଟ ୩୦୧୦୫୯୮୭ ଡୋଜ୍ ଟିକା ଦିଆଯାଇଛି। କେବଳ ମଙ୍ଗଳବାର ରାଜ୍ୟର ୧୩୪୪  କେନ୍ଦ୍ରରେ ୨୪୩୦୭୨ ଡୋଜ୍ ଟିକା ଦିଆଯାଇଛି। ସୂଚନା ଅନୁସାରେ,…

୧୫ ତାରିଖ ପରେ ଗର୍ଭବତୀଙ୍କୁ ମିଳିବ…

ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ ।…

ଟିକା ଅଭାବରୁ ଆଜି ରାଜ୍ୟର ୧୭ ଜିଲ୍ଲାରେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ଯେଉଁଥିପାଇଁ ଆଜି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଟିକା ଅଭାବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟକୁ ଗୁରୁବାର ଦିନ ୧ଲକ୍ଷ ଡୋଜ୍‌ ଟିକା ଆସିଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର,…

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ,…

ଭୁବନେଶ୍ୱର: ଓଡ଼ିଶାରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮…