ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600
Browsing Tag

corona virus

ମସ୍ତିଷ୍କ ପାଇଁ ଭୟଙ୍କର ବିପଦ ଆଣିପାରେ…

କରୋନାରୁ ସୁସ୍ଥ ହେବାପରେ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ସ୍ମୃତି ଶକ୍ତି ହରାଇବା, ବାଚାଳାମିର ଲକ୍ଷଣ ଦେଖାଦେବା ଏବଂ ସ୍ନାୟବିକ ସମସ୍ୟା ପ୍ରମୁଖ ରହିଛି। କରୋନା ଭୂତାଣୁ ଯୋଗୁଁ ଏପରି ହେଉଛି। ଏହା ମସ୍ତିଷ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।…

କର୍ଣ୍ଣାଟକ ପରେ ଗୁଜୁରାଟରେ ଚିହ୍ନଟ ହେଲା…

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନାର ମାରାତ୍ମକ ଭାରିଏଣ୍ଟ 'ଓମିକ୍ରନ' । କର୍ଣ୍ଣାଟକ ପରେ ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି କରୋନାର ଏହି ଘାତକ ଭାରିଆଣ୍ଟ ଓମିକ୍ରନ୍ ର ତୃତୀୟ ମାମଲା । ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ…

ବୈଜ୍ଞାନିକଙ୍କ ଆକଳନକୁ ନେଇ ବଢିଲା…

ନୂଆଦିଲ୍ଲୀ: ଏବେ ଦକ୍ଷିଣ ଆଫ୍ରିକା ସମେତ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟକୁ ନେଇ ବଢୁଥିବା ସଂକ୍ରମଣ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଏହି ନୂଆ ଭ୍ୟାରିଆଣ୍ଟର ନାମ ‘ଓମିକ୍ରନ୍‌’ ରଖାଯାଇଥିବା ବେଳେ ଏହା ଦ୍ରୁତ ଗତିରେ…

ଚେତାବନୀ ଜାରି କଲେ ବୈଜ୍ଞାନିକ, ଘାତକ…

ଜୋହାନ୍ସବର୍ଗ: ସମଗ୍ର ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଇଚାଲିଛି। ଏପରି ସମୟରେ ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହା ଡେଲଟା ଭାରିଆଣ୍ଟର ଠାରୁ ଅଧିକ ବିପଜ୍ଜନକ। ନୂଆ ଭାରିଆଣ୍ଟା  କରୋନା ଟିକାକୁ ପ୍ରଭାବଶୂନ୍ୟ…

କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ,…

ଭୁବନେଶ୍ବର : କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ ସଂକ୍ରମିତ ହେଉଛନ୍ତି । ଏମିତି କିଛି ନାହିଁ ଯେ ଅନ୍ୟ ବର୍ଗ ଅପେକ୍ଷ କେବଳ ଶିଶୁ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଯେତେବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ…

ଆସନ୍ତାକାଲିଠୁ ଆବେଦନ, କରୋନା ମୃତକଙ୍କ…

ଭୁବନେଶ୍ୱର : କୋଭିଡ୍‍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକେ ଯେପରି ସହଜ ଓ ସୁବିଧାରେ ଆବେଦନ କରି ଟଙ୍କା ପାଇପାରିବେ ସେଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‍ ଓ…

କରୋନାର ଡେଲ୍ଟା ଭାରିଆଣ୍ଟଠୁ ଅଧିକ…

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ 'ମୁ' । ଏହି ନୂଆ ଭୁତାଣୁର…

ତୃତୀୟ ଲହର ମୁକାବିଲା ଲାଗି ସମ୍ପୂର୍ଣ୍ଣ…

ଭୁବନେଶ୍ବର : କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଥିବା ବେଳେ ତୃତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ମହଜୁଦ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବିଶେଷଜ୍ଞଙ୍କ କହିବା…

ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ…

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୪୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୮ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଖସୁଛି କରୋନା ଗ୍ରାଫ : ଆଜି ରାଜ୍ୟରୁ…

ଭୁବନେଶ୍ବର : ତୃତୀୟ ଲହରକୁ ବିଶେଷଜ୍ଞ ଓ କେନ୍ଦ୍ର ସରକାରଙ୍କର ପୂର୍ବାନୁମାନକୁ ନେଇ ଆଶଙ୍କା ଦୂର ହେଉ ନାହିଁ। ତେବେ ଏହି ଭୟ ଓ ଆଶଙ୍କା ଭିତରେ ଦୈନିକ ସଂକ୍ରମଣରେ ହ୍ରାସ ଆଶ୍ବସ୍ତି ଦେଇଛି। ରାଜ୍ୟରେ ଦୈନିକ ଆକ୍ରାନ୍ତ ଓ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବହୁତ କମିଛି। ବୁଧବାର ସକାଳ ସୁଦ୍ଧା ୨୮…