ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Black Fungus

ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର…

ନୂଆଦିଲ୍ଲୀ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସବୁ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା…

କଟକ ଏସସିବିରେ ସନ୍ଧିଗ୍ଧ ବ୍ଲାକ ଫଙ୍ଗସ…

କଟକ: କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ ।  ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ଏ ନେଇ…

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ…

ବ୍ଲାକ୍ ଫଙ୍ଗସ୍‌ ପଛରେ ଷ୍ଟେରଏଡ୍‌ର…

କରୋନାର ଦ୍ବିତୀୟ ଲହର ମଧ୍ୟରେ ଅନେକ ନୂଆ ନୂଆ ରୋଗମାନ ଦେଖିବାକୁ ମିଳୁଛି। ଅର୍ଥାତ୍ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା…

ଓଡ଼ିଶାରେ ‘ବ୍ଲାକ୍‍ ଫଙ୍ଗସ୍‌’ ରୋଗୀ

ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ହୋଇଛି ମାରାତ୍ମକ ବ୍ଲାକ୍‍ ଫଙ୍ଗସ୍‍। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆନନ୍ଦ କୁମାର ଦାଶ (୭୧) ନାମକ ଜଣେ ବ୍ୟକ୍ତିଙ୍କ ଠାରେ ଏହି ମାରାତ୍ମକ ରୋଗ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ରକ୍ତ ଶର୍କରା…

ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ…

ନୂଆଦିଲ୍ଲୀ: କରୋନାର ଚିକିତ୍ସା ପାଇଁ ଯେପରି ରେମଡିସିଭର ଇଞ୍ଜେକ୍ସନ ଅଭାବ ଦେଖାଯାଇଥିଲା ସେହିପରି ଏବେ ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ମଧ୍ୟ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ ଦେଖାଯାଇଛି । ସାରା ଦେଶରେ ଏବେ ମହାମାରୀ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରତି ଦିନ ୪…