ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bhawanipatna

ଆଧ୍ୟାତ୍ମିକ ଚେତନାର ଉତ୍କର୍ଷ ପୀଠ…

ଭବାନୀପାଟଣା(ସ୍ୱାଧୀନ ପାତ୍ର): ଧରିତ୍ରୀକୁ ଯାହା ଧରି ରଖିଥାଏ, ତାହାକୁ ଧର୍ମ ବୋଲି ଅନେକ ବିବେଚନା କରନ୍ତି। ତେବେ ଧର୍ମ ଯାହା ହେଉନା କାହିଁକି ମଣିଷକୁ ସତ୍‌ମାର୍ଗରେ ପରିଚାଳିତ କରିବା ତାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଓଡ଼ିଶାରେ ବହୁଜନ ଆଦୃତ ଏକ ପ୍ରସିଦ୍ଧ ଧର୍ମୀୟ ଭାବନା ଓ ଆଧ୍ୟାତ୍ମିକ ଚେତନା…

ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପୁନଃ…

ଭବାନୀପାଟଣା(ସ୍ୱାଧୀନ ପାତ୍ର): ପ୍ରାୟ ଦୁଇ ଦଶନ୍ଧି ଭିତରେ ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ଆଶା ସାଗରର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରୀ ଇଲାକାରେ ପରିଣତ ହେବାକୁ ଯାଉଥିଲା। କିନ୍ତୁ ଏ କ୍ଷେତ୍ରରେ ସଦୁପଯୋଗ ଓ ସୁପରିଚାଳନାକୁ ନିଜର ପରମ କର୍ତ୍ତବ୍ୟ ଭାବିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ…

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ…

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀ ଦେଖିଲେ ବିକାଶର ନୂଆ ସୂର୍ଯ୍ୟୋଦୟ । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । କଳାହାଣ୍ଡିରେ ନବନିର୍ମିତ ସହିଦ…

ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ…

କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି ।…

ଦାନ ମାଝୀଙ୍କ ଝିଅ ପାଇଁ ଗାଁ ରେ ଖୁସିର…

ଭବାନୀପାଟଣା : କଳାହାଣ୍ଡି ଜିଲା ବଣ ପାହାଡ଼ ଘେରା ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳ ମେଲଘରା ଗାଁ ରେ ଖୁସିର ମାହୋଲ। କାରଣ ଏହି ଗାଁର ବିଶ୍ୱ ଚର୍ଚ୍ଚିତ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଭୁବନେଶ୍ୱର କିସରେ ପଢୁଥିଲେ। ଗ୍ରାମବାସୀ ଶନିବାର…

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ବେଦାନ୍ତ ଗ୍ରୁପ୍‌ ଏହି କୋଭିଡ ହସ୍ପିଟାଲ ପରିଚାଳନା କରିବ । ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର…

ପୋଲିସ ବାବୁଙ୍କ ଜୁଲମ : ୨କେଜି ମାଂସ ନ…

ଭବାନୀପାଟଣା : କଳାହାଣ୍ଡି ଜିଲା ପୋଲିସ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ସେ ଅଟୋ ଡ୍ରାଇଭରଙ୍କୁ ଟ୍ରାଫିକ କର୍ମଚାରୀଙ୍କ ମାଡ଼ ଘଟଣା ହେଉ କିମ୍ବା ଡ୍ରଗ୍ସ ବେପାରୀ ଓ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ହେଉ। ତେବେ ଜଣେ ମାଂସ ବିକାଳୀଙ୍କ ଉପରେ ଜୁଳୁମ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଜିଲା ପୋଲିସ।…

୩୮.୭୨ ଗ୍ରାମ ଡ୍ରଗ୍ସ ଜବତ, ଦୁଇ ଗିରଫ

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ସହରରେ ଚାଲୁଥିବା ଏକ ଡ୍ରଗ୍ସ ନେଟୱାର୍କକୁ ଧରିବାରେ ସଫଳ ହୋଇଛି। ଏଥିରେ ୩୮.୭୨ ଗ୍ରାମର ଡ୍ରଗ୍ସ ଜବତ ହେବା ସହ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଏକ କାର ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।ସଦର ଥାନା ପୋଲିସ କୌଣସି ସୂତ୍ରରୁ…

ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ ଠାବ, ୫…

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି…

ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ଓ…

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଞ୍ଚଳର ଡମ୍ବରୁ ଧର ଗୌଡ଼ ନିଜ ଗାଁ ନିକଟରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ରାତି ୧୧ ଟାରେ ଘରୁ ଡାକି ନେଇ ଟାସିଗୁଡା ମଦ ଭାଡ଼ି ନିକଟରେ ଏକ ଚାଷ ଜମିରେ ଦୁଷ୍କର୍ମ କରିଥିଲେ। ପରେ ଲୁହାରଡ଼ ଏବଂ ପଥର ସହଯ୍ୟରେ ହତ୍ୟା ଉଦ୍ୟମ…